Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
August 14, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଓଡ଼ିଶା
  • ଜମାକାରୀଙ୍କ ୪୦ ଲକ୍ଷ ହଡ଼ପ କରି ପୋଷ୍ଟମାଷ୍ଟର ଫେରାର୍
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର

ଜମାକାରୀଙ୍କ ୪୦ ଲକ୍ଷ ହଡ଼ପ କରି ପୋଷ୍ଟମାଷ୍ଟର ଫେରାର୍

July 28, 2024

କେନ୍ଦ୍ରାପଡ଼ା: ଜମାକାରୀଙ୍କ ୪୦ ଲକ୍ଷ ହଡ଼ପ କରି ପୋଷ୍ଟମାଷ୍ଟର ଫେରାର୍। ଏହି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ପୋଷ୍ଟ ଅଫିସରୁ। ପୋଷ୍ଟରମାଷ୍ଟର ହେଲେ ଜନତ ରାଉତ । ପ୍ରାୟ ୧୫୦ ଜମାକାରୀଙ୍କ ସବୁ ଟଙ୍କା ନେଇ ସେ ଫେରାର ହୋଇଯାଇଛନ୍ତି। ସେ ବହୁ ଦିନ ଧରି ଅଫିସ ନ ଆସିବାରୁ ଲୋକଙ୍କ ସନ୍ଦେହ ହୋଇଥିଲା ଏବଂ ସେମାନେ ଉପଖଣ୍ଡସ୍ତରୀୟ ପୋଷ୍ଟ ଅଫିସକୁ ଯାଇ ବୁଝାବୁଝି କରିବା ପରେ ଏହା ଜଣାପଡ଼ିଥିଲା ଯେ, ଲୋକେ ଯେତେ ଟଙ୍କା ଜମା କରିଛନ୍ତି, ପାସବୁକରେ ଯେତେ ଟଙ୍କାର ଷ୍ଟାମ୍ପ ବାଜିଛି, ପ୍ରକୃତରେ ସେତିକି ଟଙ୍କା ସେ ଜମା କରି ନାହାନ୍ତି। ଏନେଇ ଚିନ୍ତାରେ ଜମାକାରୀ । ଭବିଷ୍ଯତରେ ପାଇଁ ଲୋକେ ଜମା ରଖିଥିବା ସବୁ ଟଙ୍କା ନେଇ ପୋଷ୍ଟ ମାଷ୍ଟର ଜନତ ରାଉତ ଛୁ ମାରିଛି। ଲକ୍ଷେ ଅଧେ ନୁହେଁ, ୪୦ ଲକ୍ଷ ଟଙ୍କା ନେଇ ଫେରାର।

ଆଜି ନୂଆ ପୋଷ୍ଟ ମାଷ୍ଟର ଓ ନିରୀକ୍ଷକଙ୍କୁ ଘେରାଉ କରିଥିଲେ ଜମାକାରୀ। ମାସକ ଭିତରେ ସମାଧାନ ଓ ସଂପୃକ୍ତ ପୋଷ୍ଟମାଷ୍ଟରଙ୍କୁ ବହିଷ୍କାର ପାଇଁ ପ୍ରତିଶୃତି ଦେବା ପରେ ଲୋକେ ଶାନ୍ତ ହୋଇଛନ୍ତି। ଏହା ଆଗରୁ ରାଜନଗର କୃଷ୍ଣନଗର ପୋଷ୍ଟ ଅଫିସରେ ମଧ୍ଯ ୫୦ ଲକ୍ଷର ଘୋଟାଲା ହୋଇଥିବାର ଅଭିଯୋଗ ହୋଇଥିଲା।

Tags: Account Holder Ferar after taking Money Kendrapara money postmaster Postmaster Ferar

Continue Reading

Previous ଯାଜପୁର ବୈତରଣୀ ନଦୀରେ ବୁଡି କାଉଡିଆଙ୍କ ମୃତ
Next ଆରୁଆଳି ଗ୍ରାମରେ ବଧୂହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅଧିକ କାହାଣୀ

  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର

ସରକାରଙ୍କ ତାଗିଦ ସତ୍ତ୍ଵେ ଆନ୍ଦୋଳନରେ ଅମଲା ସଂଘ କର୍ମଚାରୀ

August 14, 2025
1 min read
  • ଜାତୀୟ
  • ତାଜା ଖବର
  • ବାଣିଜ୍ୟ
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଅଗଷ୍ଟ ୧୫ ଠାରୁ SBI ଗ୍ରାହକଙ୍କ ପାଇଁ ବଦଳିଯିବ ଏହିସବୁ ନିୟମ

August 14, 2025
1 min read
  • ଜାତୀୟ
  • ତାଜା ଖବର
  • ବାଣିଜ୍ୟ
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ନିଷ୍ପତ୍ତି ପ୍ରତ୍ୟାହାର କଲା ICICI ବ୍ୟାଙ୍କ: ଏବେ ଆକାଉଣ୍ଟରେ ୫୦ ହଜାର ରଖିବା ଜରୁରୀ ନୁହେଁ

August 14, 2025

Recent Posts

  • ସରକାରଙ୍କ ତାଗିଦ ସତ୍ତ୍ଵେ ଆନ୍ଦୋଳନରେ ଅମଲା ସଂଘ କର୍ମଚାରୀ
  • ଅଗଷ୍ଟ ୧୫ ଠାରୁ SBI ଗ୍ରାହକଙ୍କ ପାଇଁ ବଦଳିଯିବ ଏହିସବୁ ନିୟମ
  • ନିଷ୍ପତ୍ତି ପ୍ରତ୍ୟାହାର କଲା ICICI ବ୍ୟାଙ୍କ: ଏବେ ଆକାଉଣ୍ଟରେ ୫୦ ହଜାର ରଖିବା ଜରୁରୀ ନୁହେଁ
  • ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଆଶଙ୍କା: ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ବହିବ ପବନ
  • ପୁଣି ଅଡୁଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ସ୍ବାମୀ ରାଜ କୁନ୍ଦ୍ରା: ୬୦ କୋଟି ଟଙ୍କା ଠକେଇ ଅଭିଯୋଗରେ ମାମଲା ରୁଜୁ
  • ହୁତୁ ହୁତୁ ହୋଇ ଜଳିଗଲା ଲୁହା ବୋଝେଇ ଟ୍ରକ
  • ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ମୃତ ଛାତ୍ରୀଙ୍କ ମା’ ଆଣିଲେ ହତ୍ୟା ଅଭିଯୋଗ
  • ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ
  • ସାପ କାମୁଡ଼ାରେ ଚାରି ଜଣଙ୍କ ମୃତ୍ୟୁ
  • ରିଲିଜ ହେଲା ସୁପରଷ୍ଟାର ରଜନୀକାନ୍ତଙ୍କ ମୋଷ୍ଟ ଆଓ୍ବେଟେଡ ଫ୍ଲିଲ୍ମ `କୁଲି’
  • ଖୁବ୍ ଶୀଘ୍ର ବଦଳିବ ଆର୍ମିର ରୂପରେଖ: ସେନାରେ ସାମିଲ ହେବ ସ୍ବତନ୍ତ୍ର ଡ୍ରୋନ ୟୁନିଟ
  • ପୋଲିସର ଥାର୍ଡ ଡିଗ୍ରୀ ପ୍ରସଙ୍ଗ: ଏସପିଙ୍କ ନିକଟରେ ନ୍ୟାୟ ଭିକ୍ଷା କଲେ ପୀଡ଼ିତ ବ୍ୟକ୍ତି
  • ଭୁବନେଶ୍ବର ଆଇଗିଣିଆ ମୌଜାରୁ ହଟିଲା ଜବରଦଖଲ
  • ଦ୍ଵିପାକ୍ଷିକ ଆଲୋନଚା ପୂର୍ବରୁ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼଼ ଚେତାବନୀ
  • ଦିଲ୍ଲୀ ଏନସିଆରରେ ବୁଲାକୁକୁରଙ୍କୁ ବନ୍ଧ୍ୟାକରଣ ପ୍ରସଙ୍ଗ: ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ
Tweets by NandighoshaTV

ନଜର ପକାନ୍ତୁ

  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର

ସରକାରଙ୍କ ତାଗିଦ ସତ୍ତ୍ଵେ ଆନ୍ଦୋଳନରେ ଅମଲା ସଂଘ କର୍ମଚାରୀ

August 14, 2025
1 min read
  • ଜାତୀୟ
  • ତାଜା ଖବର
  • ବାଣିଜ୍ୟ
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଅଗଷ୍ଟ ୧୫ ଠାରୁ SBI ଗ୍ରାହକଙ୍କ ପାଇଁ ବଦଳିଯିବ ଏହିସବୁ ନିୟମ

August 14, 2025
1 min read
  • ଜାତୀୟ
  • ତାଜା ଖବର
  • ବାଣିଜ୍ୟ
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ନିଷ୍ପତ୍ତି ପ୍ରତ୍ୟାହାର କଲା ICICI ବ୍ୟାଙ୍କ: ଏବେ ଆକାଉଣ୍ଟରେ ୫୦ ହଜାର ରଖିବା ଜରୁରୀ ନୁହେଁ

August 14, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର

୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଆଶଙ୍କା: ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ବହିବ ପବନ

August 14, 2025
Tweets by NandighoshaTV

Address

ଟ୍ୟାଗ୍ସ

#CMNaveenPatnaik Accident America Balasore bcci bhadrak BHUBANESWAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.