Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
September 22, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଜାତୀୟ
  • ବ୍ୟାଙ୍କ ଆକାଉଣ୍ଟରେ ଆପଣ କେତେ ଟଙ୍କା ଜମା କରିପାରିବେ: କେବେ ଆସିଥାଏ ଆୟକର ନୋଟିସ୍
  • ଜାତୀୟ
  • ତାଜା ଖବର
  • ବାଣିଜ୍ୟ
  • ମୁଖ୍ୟ ଖବର

ବ୍ୟାଙ୍କ ଆକାଉଣ୍ଟରେ ଆପଣ କେତେ ଟଙ୍କା ଜମା କରିପାରିବେ: କେବେ ଆସିଥାଏ ଆୟକର ନୋଟିସ୍

January 4, 2025
Bank Account Deposit Limit

ନୂଆଦିଲ୍ଲୀ: ସାଧାରଣ ଭାବେ ଗ୍ରାହକମାନେ ନିଜର ସଞ୍ଚିତ ଅର୍ଥକୁ ବିଭିନ୍ନ ବ୍ୟାଙ୍କରେ ଥିବ ନିଜ ନିଜର ଆକାଉଣ୍ଟରେ ଡିପୋଜିଟ କରିଥାନ୍ତି । ଆପଣମାନେ ନିଜର ସେଭିଙ୍ଗ ଆକାଉଣ୍ଟରେ ଏକ ଲିମିଟ ପର୍ଯ୍ୟନ୍ତ ଅର୍ଥ ଜମା କରିପାରିବେ ବୋଲି ନିୟମ ରହିଛି । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନରେ କାମ କରୁଥିବା ଇନକମ ଟ୍ୟାକ୍ସ ବିଭାଗ ଆପଣଙ୍କ ବିତ୍ତୀୟ କାର୍ଯ୍ୟକଳାପ ଉପରେ ଖାସ୍ ନଜର ରଖିଥାଏ । ଆପଣମାନେ ଯଦି ଲିମିଟରୁ ଅଧିକ ଅର୍ଥ ଜମା କରନ୍ତି, ତେବେ ଏପରି ସ୍ଥିତିରେ ଆପଣମାନେ ଆୟକର ବିଭାଗର ରାଡାରକୁ ଆସିପାରନ୍ତି । ଆପଣମାନେ ଏକ ଆର୍ଥିକ ବର୍ଷରେ ସର୍ବାଧିକ ୧୦ ଲକ୍ଷ ଟଙ୍କା ଜମା କରିପାରିବେ ।

ଆକ୍ସିସ ବ୍ୟାଙ୍କ ମୁତାବକ, ଯଦି ଆପଣ ଗୋଟିଏ ବର୍ଷରେ ୧୦ ଲକ୍ଷରୁ ଅଧିକ ଟଙ୍କା ଜମା କରନ୍ତି, ତେବେ ବ୍ୟାଙ୍କ ନିଜେ ଏହି ସୂଚନା ଆୟକର ବିଭାଗକୁ ଦେଇଥାଏ । ଏପରି ସ୍ଥିତିରେ ଆପଣଙ୍କ ପାଖକୁ ଇନକମ ଟ୍ୟାକ୍ସ ବିଭାଗ ତରଫରୁ ନୋଟିସ ଆସିପାରେ । ଏହି ମାମଲାର କାର୍ଯ୍ୟାନୁଷ୍ଠାନ ସ୍ବରୂପ ଇନକମ ଟ୍ୟାକ୍ସ ଅଧିକାରୀ ଆପଣଙ୍କୁ ଇନକମ ସୋର୍ସ ବିଷୟରେ ପଚରାଉଚରା କରିପାରନ୍ତି । ଏହାପରେ ଆପଣଙ୍କୁ ରିଟର୍ଣ୍ଣ ଫାଇଲ କରି ଇନକମ ସୋର୍ସର ସଠିକ୍ ବିବରଣୀ ଦେବାକୁ ପଡ଼ିବ । ଏଥିସହିତ ଆପଣଙ୍କୁ ଚିହ୍ନଟ ହୋଇଥିବା ଟ୍ୟାକ୍ସ ରିଜିମ ହିସାବରେ ଟ୍ୟାକ୍ସ ମଧ୍ୟ ଦେବାକୁ ପଡ଼ିବ ।

Tags: bank account Deposit Limit IT Dept notice

Continue Reading

Previous ଶ୍ରୀମନ୍ଦିରରେ ହେବ ଧାଡି ଦର୍ଶନ, ଆରମ୍ଭ ହେଲା କାଠର ରାମ୍ପ୍ ଓ ବ୍ୟାରିକେଡ୍ ନିର୍ମାଣ
Next ପଞ୍ଚମୁଖୀ ମନ୍ଦିରରୁ କବାଟ ଶିକୁଳି ଭାଙ୍ଗି ଲୁଟିନେଲେ ସୁନା ଅଳଙ୍କାର

ଅଧିକ କାହାଣୀ

1 min read
  • ଅନ୍ତର୍ଜାତୀୟ
  • ଖେଳ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

IND vs PAK: ପାକିସ୍ତାନ ଆମର ପ୍ରତିଦ୍ବନ୍ଦୀ ନୁହେଁ : ସୂର୍ଯ୍ୟକୁମାର ଯାଦବ

September 22, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ରାଜନୀତି
  • ହାଇଲାଇଟ୍ ସମ୍ବାଦ

ବିଧାନସଭା ପ୍ରଶ୍ନକାଳରେ ବିରୋଧୀଙ୍କ ହଙ୍ଗାମା ; ଗୃହ ୪ଟା ଯାଏଁ ମୁଲତବୀ

September 22, 2025
1 min read
  • ଜାତୀୟ
  • ତାଜା ଖବର
  • ବାଣିଜ୍ୟ
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

କାରପ୍ରେମୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ୫ଲକ୍ଷ ତଳକୁ ଖସିଲା ଏହିସବୁ କାରର ମୂଲ୍ୟ..

September 22, 2025

Recent Posts

  • IND vs PAK: ପାକିସ୍ତାନ ଆମର ପ୍ରତିଦ୍ବନ୍ଦୀ ନୁହେଁ : ସୂର୍ଯ୍ୟକୁମାର ଯାଦବ
  • ବିଧାନସଭା ପ୍ରଶ୍ନକାଳରେ ବିରୋଧୀଙ୍କ ହଙ୍ଗାମା ; ଗୃହ ୪ଟା ଯାଏଁ ମୁଲତବୀ
  • କାରପ୍ରେମୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ୫ଲକ୍ଷ ତଳକୁ ଖସିଲା ଏହିସବୁ କାରର ମୂଲ୍ୟ..
  • ରାଜେନ୍ଦ୍ର ଢୋଲକିଆଙ୍କୁ ନବୀନଙ୍କ ଶ୍ରଦ୍ଧାଞ୍ଜଳି ; ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ
  • ସରିଲା ରତ୍ନଭଣ୍ଡାର ମରାମତି ; ଆସନ୍ତାକାଲି ଅଳଙ୍କାର ସ୍ଥାନାନ୍ତର
  • ଆରମ୍ଭ ହେଲା ନବରାତ୍ରୀ: ଆଜି ମାଆ ଶୈଳପୁତ୍ରୀ ରୂପରେ ଭକ୍ତଙ୍କୁ ଦେବେ ଦର୍ଶନ ..
  • ପୁଣି ଆସୁଛି ଲଘୁଚାପ ; ୨୭ ତାରିଖ ଯାଏ ଭିଜିବ ଓଡ଼ିଶା
  • ବିଧାନସଭା ଅଧିବେଶନର ଚତୁର୍ଥ ଦିନ ; ପୁଣି ସରଗରମ ହୋଇପାରେ ଗୃହ
  • ଆଜିଠାରୁ ଦେଶରେ ଲାଗୁ ହେବ ନୂଆ ଜିଏସଟି ; ଉପକୃତ ହେବେ ମଧ୍ୟବିତ୍ତ
  • ପୁଣି ଧୂଳି ଚାଟିଲା ପାକିସ୍ତାନ ; ୬ ୱିକେଟରେ ପାକିସ୍ତାନକୁ ପରାସ୍ତ ଭାରତ
  • ଖୋଲିଲା ସରକାରଙ୍କ ଦୋମୁହାଁ ନୀତି, କୁଆଡ଼େ ଗଲା ଅଢ଼େଇ ଲକ୍ଷ ଚାକିରି ?
  • ଟ୍ଯାକ୍ସି ଡ୍ରାଇଭର ବିଦ୍ୟାଧର ମୃତ୍ଯୁ ଘଟଣାରେ ନୂଆମୋଡ଼
  • ଆପାର୍ଟମେଣ୍ଟ ସହ ପ୍ଲଟ କିଣିବିକା ବିବାଦର ସମାଧାନ ହେବ ସୁଗମ
  • ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ
  • ଶାରଦୀୟ ପୂଜା ପାଇଁ ସଜେଇ ହେଲାଣି ରାଜଧାନୀ
Tweets by NandighoshaTV

ନଜର ପକାନ୍ତୁ

1 min read
  • ଅନ୍ତର୍ଜାତୀୟ
  • ଖେଳ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

IND vs PAK: ପାକିସ୍ତାନ ଆମର ପ୍ରତିଦ୍ବନ୍ଦୀ ନୁହେଁ : ସୂର୍ଯ୍ୟକୁମାର ଯାଦବ

September 22, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ରାଜନୀତି
  • ହାଇଲାଇଟ୍ ସମ୍ବାଦ

ବିଧାନସଭା ପ୍ରଶ୍ନକାଳରେ ବିରୋଧୀଙ୍କ ହଙ୍ଗାମା ; ଗୃହ ୪ଟା ଯାଏଁ ମୁଲତବୀ

September 22, 2025
1 min read
  • ଜାତୀୟ
  • ତାଜା ଖବର
  • ବାଣିଜ୍ୟ
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

କାରପ୍ରେମୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ୫ଲକ୍ଷ ତଳକୁ ଖସିଲା ଏହିସବୁ କାରର ମୂଲ୍ୟ..

September 22, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ରାଜନୀତି
  • ହାଇଲାଇଟ୍ ସମ୍ବାଦ

ରାଜେନ୍ଦ୍ର ଢୋଲକିଆଙ୍କୁ ନବୀନଙ୍କ ଶ୍ରଦ୍ଧାଞ୍ଜଳି ; ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ

September 22, 2025
Tweets by NandighoshaTV

Address

ଟ୍ୟାଗ୍ସ

Accident America Balasore bcci bhadrak BHUBANESWAR BIHAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.