Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
October 6, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଓଡ଼ିଶା
  • ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା
  • ଓଡ଼ିଶା
  • ହାଇଲାଇଟ୍ ସମ୍ବାଦ

ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା

July 3, 2025

ନନ୍ଦିଘୋଷ ବ୍ୟୁରୋ: ଜଳସଂପଦ ପ୍ରୋକ୍ୟୁରମେଣ୍ଟ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସାଗର ମହାନ୍ତି କହିଛନ୍ତି, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ବିପଦ ସଂକେତ ତଳେ ଅଛନ୍ତି। ଝାଡ଼ଖଣ୍ଡରେ ଯେଉଁ ଘୁର୍ଣ୍ଣିବଳୟ ହୋଇଛି, ତାହା ମହାନଦୀ ଓ ବୈତରଣୀ ବେସିନର ଉପରମୁଣ୍ଡରେ ବର୍ଷା କରାଯିବ। ହୀରାକୁଦ ପାଇଁ ବିପଦ ନାହିଁ। ବ୍ରାହ୍ମଣୀ ପାଇଁ ଵି ରେଙ୍ଗାଳି ଓ ହୀରାକୁଦ ଜଳ ଧାରଣ ପାଇଁ ପ୍ରସ୍ତୁତ ଅଛି। ବୈତରଣୀ ଉପରମୁଣ୍ଡରେ ବର୍ଷା ହେବ। ତେବେ ଗାଁ ଭିତରୁ ପାଣି ଛାଡ଼ୁନି। ଅସମୟରେ ପାଣି ଆସିଲା। ତେବେ ଖୁବ ଶୀଘ୍ର ଏହା ସମୁଦ୍ରକୁ ଯିବାର ଆଶା ଅଛି।

ଝାଡ଼ଖଣ୍ଡର ଚାନ୍ଦିଲିର ୬ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ବର୍ଷା ବଢ଼ୁଛି। କେଉଁ ମାସ କେତେ ବର୍ଷା ଆକଳନ କରି ହେଉନି। ଗତ ମାସ ମୟୂରଭଞ୍ଜରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ଘାଇ କେଉଁଠି ଵି ହୋଇନି। ବର୍ଷା ସବୁଠି ଅଧିକ ହେଉନି। ମହାନଦୀ ଅବବାହିକାରେ ୬୦ ମିଲିମିଟର ଓ ବ୍ରାହ୍ମଣୀରେ ୩୦ ମିଲିମିଟର ବର୍ଷା ହୋଇଛି। ଏକକାଳୀନ ଉପର ଓ ତଳ ମୁଣ୍ଡରେ ବର୍ଷା ସହିତ ବାଦଲ ଫାଟିଲେ ବନ୍ୟା ହେବ। ତେବେ ଵାଦଲ ଫଟା ବର୍ଷାର ସମ୍ଭାବନା ନାହିଁ। ଡ୍ୟାମର ଅବବାହିକାରେ ବର୍ଷା ଉପରେ ନିର୍ଭର କରିବ ବନ୍ୟାରେ ସ୍ଥିତି।

Tags: budhabalanga Subarnarekha water login

Continue Reading

Previous ଦିଲ୍ଲୀରେ ଡବଲ ମର୍ଡର, ମାଆ-ପୁଅଙ୍କୁ ମାରିଦେଲେ
Next କୋଭିଡ ଟିକା ନିରାପଦ, କ୍ଷତିକାରକ ନୁହେଁ : ଡାକ୍ତର ମୋହିତ ଗୁପ୍ତା

ଅଧିକ କାହାଣୀ

1 min read
  • ଓଡ଼ିଶା

କାମାକ୍ଷାନଗର ସ୍ଥିତ ମହାବିରୋଡ ରେଞ୍ଜରେ ଅଜଣା ଜନ୍ତୁ ଆତଙ୍କ

October 6, 2025
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଆଜି ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ

October 6, 2025
1 min read
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

SI ନିଯୁକ୍ତି କେଳେଙ୍କାରୀ ବିରୋଧରେ ବିଜେଡିର ପ୍ରତିବାଦ

October 6, 2025

Recent Posts

  • ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଭୂସ୍ଖଳନ, ୨୦ ମୃତ
  • କାମାକ୍ଷାନଗର ସ୍ଥିତ ମହାବିରୋଡ ରେଞ୍ଜରେ ଅଜଣା ଜନ୍ତୁ ଆତଙ୍କ
  • କଟକ ସଂଘର୍ଷ ଘଟଣାକୁ ନେଇ ସରାକରଙ୍କୁ ସମାଲୋଚନା କଲେ ପ୍ରିୟଙ୍କା ଚତୁର୍ବେଦୀ
  • ୪୮ଟି ଛକା ଓ ଚୌକା ସହିତ ୪୫୯ ରନ କରି ସମ୍ମାନିତ ହେଲେ ରାହୁଲ ଦ୍ରାବିଡଙ୍କ ପୁଅ
  • ଆଜି ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ
  • SI ନିଯୁକ୍ତି କେଳେଙ୍କାରୀ ବିରୋଧରେ ବିଜେଡିର ପ୍ରତିବାଦ
  • ପ୍ରେମରେ ଧୋକ୍କା ପାଇବା ପରେ ଜୀବନ ହାରିଲେ ମହିଳା, ଓୟୋରୁ ମିଳିଲା ମୃତଦେହ
  • ଟ୍ରକ- ବୋଲେରୋ ମୁହାଁମୁହିଁ ଧକ୍କା, ୫ ମୃତ
  • ଲଗାତାର ୧୨ ଥର ପାଇଁ ପାକିସ୍ତାନକୁ ପରାସ୍ତ କଲା ଟିମ୍ ଇଣ୍ଡିଆ, ମହିଳା ବିଶ୍ୱକପରେ ଭାରତର ଦ୍ୱିତୀୟ ବିଜୟ
  • ହସ୍ପିଟାଲରେ ନିଆଁ ଲାଗି ୭ ମୃତ
  • ସୋନମଙ୍କ ମୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି
  • କଟକରେ ଶାନ୍ତି ବଜାୟ ରଖିବାକୁ ଅପିଲ କଲେ ନବୀନ
  • କଟକରେ ୩୬ ଘଣ୍ଟା ପାଇଁ ଲାଗୁ ହୋଇଛି କର୍ଫ୍ୟୁ
  • ଶୋଭାଯାତ୍ରାକୁ ନେଇ ଜଳୁଛି କଟକ ; ଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ ସୋସିଆଲ ମିଡ଼ିଆ ବ୍ୟାନ
  • ପାକିସ୍ତାନକୁ ଭାରତର ୨୪୮ ରନର ଟାର୍ଗେଟ୍‌
Tweets by NandighoshaTV

ନଜର ପକାନ୍ତୁ

  • ଜାତୀୟ

ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଭୂସ୍ଖଳନ, ୨୦ ମୃତ

October 6, 2025
1 min read
  • ଓଡ଼ିଶା

କାମାକ୍ଷାନଗର ସ୍ଥିତ ମହାବିରୋଡ ରେଞ୍ଜରେ ଅଜଣା ଜନ୍ତୁ ଆତଙ୍କ

October 6, 2025
1 min read
  • ଜାତୀୟ

କଟକ ସଂଘର୍ଷ ଘଟଣାକୁ ନେଇ ସରାକରଙ୍କୁ ସମାଲୋଚନା କଲେ ପ୍ରିୟଙ୍କା ଚତୁର୍ବେଦୀ

October 6, 2025
1 min read
  • ଖେଳ
  • ଜାତୀୟ

୪୮ଟି ଛକା ଓ ଚୌକା ସହିତ ୪୫୯ ରନ କରି ସମ୍ମାନିତ ହେଲେ ରାହୁଲ ଦ୍ରାବିଡଙ୍କ ପୁଅ

October 6, 2025
Tweets by NandighoshaTV

Address

ଟ୍ୟାଗ୍ସ

Accident America Balasore bcci bhadrak BHUBANESWAR BIHAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.