Homeଓଡ଼ିଶା February 15, 2020 Nandighosha Tv Latest Posts ଜାତୀୟ ଆମୋନିଆ ଗ୍ୟାସ ଲିକ: ୭ ମୃତ, ୬୦ରୁ ଅଧିକ ଅସୁସ୍ଥ Odisha ତେଜୁଛି ଭିଡ଼ ହିଂସା ମାମଲା : ମନିଟରିଂ କରିବ CAW ମୁଖ୍ୟ ଖବର ସମୁଦ୍ରରେ ଭାରତର ମାଷ୍ଟରଷ୍ଟ୍ରୋକ : ନୌସେନାରେ ୩ଟି ସ୍ୱଦେଶୀ ଯୁଦ୍ଧଜାହାଜ ସାମିଲ ଆଜିଠାରୁ ୨୯ ଫେବ୍ରୁଆରୀ ଯାଏଁ ମାଗଣା ମିଳିବ Fastag: ପଢ଼ନ୍ତୁ କେଉଁଠି ନୂଆଦିଲ୍ଲୀ: ଆଜିଠୁ ମାଗଣା ମିଳିବ Fastag । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଡ଼କ କର ଆଦାୟ ବଢ଼ାଇବା ଉଦ୍ଦେଶ୍ୟରେ ଏହି ସୁବିଧ ଆରମ୍ଭ କରାଯାଇଛି । ୨୯ ଫେବ୍ରୁଆରୀ ଯାଏଁ Fastag ମାଗଣାରେ ଦିଆଯିବ । ଏଣିକି Fastag ପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନାହିଁ । ୧୫ ଫେବ୍ରୁଆରୀଠାରୁ ୨୯ ଫେବ୍ରୁଆରୀ ଯାଏଁ ମଗଣାରେ ପାଇପାରିବେ Fastag । ସରକାର ଇଲୋକଟ୍ରନିକ ସଡ଼କ କର ସଂଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଜାତୀୟ ରାଜମାର୍ଗ ପ୍ରାଧିକରଣ ପକ୍ଷରୁ ଏହା ଯୋଗାଇଦିଆଯିବ । ସରକାର ଦେଶରେ ଥିବା ୫୨୭ରୁ ଅଧିକ ଜାତୀୟ ରାଜପଥରେ Fastag ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, Fastag କିଣିବା ପାଇଁ ଲୋକଙ୍କୁ ୧୦୦ ଦେବାକୁ ପଡ଼ୁଥିଲା । ଏନ୍ଏଚ୍ ପଥକର ପ୍ଳାଜାରେ Fastag ଜରିଆରେ ଡିଜିଟାଲ ଉପାୟରେ ସଂଗ୍ରହ ବଢ଼ାଇବା ପାଇଁ ଏହି ଟଙ୍କା ନନେବାକୁ ନିଷ୍ପତ୍ତି ନିଆଯାଇଛି । ଆପଣ ଯେ କୌଣସି ଅଧିକୃତ ପଏଣ୍ଟ ଅଫ୍ ସେଲ୍ ରେ ନିଜ ଗାଡ଼ିର ଆରସି ଦେଖାଇ ମାଗଣାରେ Fastag ପାଇପାରିବେ । ଏ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ । February 15, 2020 Nandighosha Tv FacebookInstagramTwitterYoutube RELATED ARTICLES ଜାତୀୟ ଆମୋନିଆ ଗ୍ୟାସ ଲିକ: ୭ ମୃତ, ୬୦ରୁ ଅଧିକ ଅସୁସ୍ଥ ମୁଖ୍ୟ ଖବର ସମୁଦ୍ରରେ ଭାରତର ମାଷ୍ଟରଷ୍ଟ୍ରୋକ : ନୌସେନାରେ ୩ଟି ସ୍ୱଦେଶୀ ଯୁଦ୍ଧଜାହାଜ ସାମିଲ ଜାତୀୟ ମହାରାଷ୍ଟ୍ରରେ ବଡ଼ ଅଘଟଣ: ମନ୍ଦିର ମଣ୍ଡପ ଭୁଶୁଡ଼ି ୭ ମୃତ Latest Posts ଜାତୀୟ ଆମୋନିଆ ଗ୍ୟାସ ଲିକ: ୭ ମୃତ, ୬୦ରୁ ଅଧିକ ଅସୁସ୍ଥ Odisha ତେଜୁଛି ଭିଡ଼ ହିଂସା ମାମଲା : ମନିଟରିଂ କରିବ CAW ମୁଖ୍ୟ ଖବର ସମୁଦ୍ରରେ ଭାରତର ମାଷ୍ଟରଷ୍ଟ୍ରୋକ : ନୌସେନାରେ ୩ଟି ସ୍ୱଦେଶୀ ଯୁଦ୍ଧଜାହାଜ ସାମିଲ ଜାତୀୟ ମହାରାଷ୍ଟ୍ରରେ ବଡ଼ ଅଘଟଣ: ମନ୍ଦିର ମଣ୍ଡପ ଭୁଶୁଡ଼ି ୭ ମୃତ Don't Miss ଜାତୀୟ ଆମୋନିଆ ଗ୍ୟାସ ଲିକ: ୭ ମୃତ, ୬୦ରୁ ଅଧିକ ଅସୁସ୍ଥ Odisha ତେଜୁଛି ଭିଡ଼ ହିଂସା ମାମଲା : ମନିଟରିଂ କରିବ CAW ମୁଖ୍ୟ ଖବର ସମୁଦ୍ରରେ ଭାରତର ମାଷ୍ଟରଷ୍ଟ୍ରୋକ : ନୌସେନାରେ ୩ଟି ସ୍ୱଦେଶୀ ଯୁଦ୍ଧଜାହାଜ ସାମିଲ ଜାତୀୟ ମହାରାଷ୍ଟ୍ରରେ ବଡ଼ ଅଘଟଣ: ମନ୍ଦିର ମଣ୍ଡପ ଭୁଶୁଡ଼ି ୭ ମୃତ ଓଡ଼ିଶା କଲ୍ୟାଣସିଂହପୁର ଘଟଣାକୁ ନେଇ ମାନସ ମଙ୍ଗରାଜଙ୍କ ଉଦବେଗ June 2026 May 2026 April 2026 March 2026 February 2026 January 2026