spot_img

Latest Posts

ଶାହାରୁଖ ଖାନଙ୍କ ଏହି ଫିଲ୍ମ, ଉଠାଇ ନାରିନଥିଲା ବଜେଟ୍

ନନ୍ଦିଘୋଷ ବ୍ୟୁରୋ: ୨ବର୍ଷ ପରେ ବଲିଉଡର କିଙ୍ଗ୍ ଖାନ ଶାହାରୁଖଙ୍କ ଫିଲ୍ମ ପୁଣିଥରେ ଆସିବାକୁ ଯାଉଛି । ଦର୍ଶକେ ଏହି ସୁପରଷ୍ଟାରଙ୍କ ଫିଲ୍ମକୁ ଦେଖିବା ଲାଗି ଚାହିଁ ରହିଛନ୍ତି । ଶହାରୁଖଙ୍କ ଅପକମିଙ୍ଗ ଫିଲ୍ମ ହେଉଛି ’କିଙ୍ଗ୍’ । ଏହି ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା କରାଯାଉଛି । ତେବେ ୨୦୨୩ ମସିହାରେ ଶାହାରୁଖଙ୍କ ଅଭିନୀତି ଜଓ୍ବାନ, ପଠାନ ଏବଂ ଡଙ୍କି ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା । ମାତ୍ର ୨ବର୍ଷ ହେବ ଶାହାରୁଖଙ୍କ କୌଣସି ଫିଲ୍ମ ରିଲିଜ୍ ହୋଇନାହିଁ ।

ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ଶାହାରୁଖଙ୍କ ଏଭଳି ଏକ ଫିଲ୍ମ ରହିଛି ଯାହାକୁ ଦିନେ ବଜେଟ୍ ଉଠାଇ ପାରିନଥିଲା । ଏହି ଫିଲ୍ମକୁ ନେଇ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ୯ ବର୍ଷ ତଳେ ଏହା ରିଲିଜ୍ ହୋଇଥିଲା । ତେବେ ଏହି ଫିଲ୍ମଟି ଥିଲା ଫ୍ୟାନ୍ । ଯେଉଁଥିରେ ଶାହାରୁଖ ଡବଲ ରୋଲ୍ କରିଥିଲେ ।  ମାତ୍ର ଏହି ଫିଲ୍ମ ଫ୍ଲପ ହେବା ସହ ଫିଲ୍ମର ବଜେଟ୍ ଉଠିପାରିନଥିଲା । ଏହା ତାଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହୋଇଥିଲା । ମାତ୍ର ଏହା ଫ୍ଲପ୍ ହୋଇଥିଲା ।

 

Latest Posts

Don't Miss