spot_img

Latest Posts

ଦୈନିକ ଖବର କାଗଜ ‘ସକାଳ’ ସ୍ବନକ୍ଷତ୍ର ଦିବସ ଅବସରରେ ମିନିମାରାଥନ

ନନ୍ଦିଘୋଷ ବ୍ୟୁରୋ: ଦୌଡ଼ୁଛି ସାରା ଓଡ଼ିଶା । ଦୈନିକ ଖବର କାଗଜ ‘ସକାଳ’ ସ୍ବନକ୍ଷତ୍ର ଦିବସ ଅବସରରେ ’ସକାଳ’ ଏବଂ ’ନନ୍ଦିଘୋଷ ଟିଭି’ ପକ୍ଷରୁ ମିନିମାରାଥନ । ଭୁବନେଶ୍ବର ସମେତ ରାଉରକେଲା, ବାଲେଶ୍ବର, ସମ୍ବଲପୁର ଏବଂ ରାଉରକେଲାରେ ଅନୁଷ୍ଠିତ ହେଉଛି ମିନିମାରାଥନ । ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ସହରବାସୀମାନେ ଏହି ମାରାଥନରେ ଯୋଗ ଦେଇଛନ୍ତି । ଉତ୍ସାହର ସହ ଦୌଡ଼ୁଥିବା ଦେଖିବାକୁ ମିଳୁଛି ।

Latest Posts

Don't Miss