spot_img

Latest Posts

ବାରବାଟୀ ମ୍ୟାଚ ପାଇଁ ଆଜି ଓସିଏ ଅନୁବନ୍ଧିତ ସଂଗଠନକୁ, ସ୍କୁଲ, କଲେଜ ଓ କ୍ଲବ ପାଇଁ ଟିକେଟ ବିକ୍ରି କରାଯାଉଛି

ନନ୍ଦିଘୋଷ ବ୍ୟୁରୋ : ବାରବାଟୀ ମ୍ୟାଚ ପାଇଁ ଆଜି ଓସିଏ ଅନୁବନ୍ଧିତ ସଂଗଠନକୁ  ସ୍କୁଲ, କଲେଜ ଓ କ୍ଲବ ପାଇଁ ଟିକେଟ ବିକ୍ରି କରାଯାଉଛି। ଦୁଇ ଦିନ ଧରି ଓସିଏ କନଫରେନ୍ସ ହଲରେ ଏହି ଟିକେଟ ବିକ୍ରି ହେବ। SBI ଓ ଓସିଏ ମିଳିତ ଭାବେ ଦୁଇ ଦିନରେ ୧୧ ହଜାର ଟିକଟ ବିକ୍ରି କରିବେ। ଏହା ପରେ ଆସନ୍ତା ୫ ତାରିଖରେ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ୧୦ ହଜାର ଟିକେଟ ବିକ୍ରି କରାଯିବ। ଡିସେମ୍ବର ୯ ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟି-ଟ୍ଵେଣ୍ଚି ମ୍ୟାଚ।

Latest Posts

Don't Miss