spot_img

Latest Posts

ଧର୍ମଶାଳା ଫାର୍ମହାଉସରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାକୁ ନେଇ ପୋଲିସକୁ ଦାୟୀ କଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ

ଧର୍ମଶାଳା ଫାର୍ମହାଉସରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାକୁ ନେଇ ପୋଲିସକୁ ଦାୟୀ କଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ। ପୋଲିସ ପ୍ରଶାସନ ସଜାଗ ଥିଲେ ଧର୍ମଶାଳାରେ ଏଭଳି ଘଟଣା ଘଟିନଥାନ୍ତା ବୋଲି କହିଛନ୍ତି ପ୍ରମିଳା । ସିଧାସଳଖ ଥାନା ଅଧିକାରୀ ଓ ଏସ୍ପିଙ୍କୁ ଦାୟୀ କରିଛନ୍ତି ପ୍ରମିଳା । କହିଲେ ବିଜେପି ପୋଲିସକୁ ଧରି ରାଜନୀତି କରୁଛି । କେବଳ ଚାରିଜଣ ନୁହେଁ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଗିରଫ ନକଲେ ବିଜେଡି ନିଜ ଆନ୍ଦୋଳନକୁ ଆହୁରି ତୀବ୍ର କରିବ ବୋଲି ଚେତାବନୀ ଦିଆଯାଇଛି ।

Latest Posts

Don't Miss