spot_img

Latest Posts

ରାଜଧାନୀରେ ଟ୍ରେନ ଅଟକାଇ ଦେଲା ମଦ୍ୟପ ଯୁବକ

ରାଜଧାନୀରେ ଟ୍ରେନ ଅଟକାଇ ଦେଲା ମଦ୍ୟପ ଯୁବକ

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଟ୍ରେନ ଅଟକାଇ ଦେଲା ମଦୁଆ । ନନ୍ଦିଘୋଷ ଟିଭି ହାତରେ ଲାଗିଛି Exclusive ଭିଜୁଆଲ । ଭୁବନେଶ୍ୱର ରାଜମହଲ ଛକ ନିକଟରେ ଥିବା ରେଳ ଧାରଣାରେ ଘଟିଛି ଅଭାବନୀୟ ଘଟଣା ।

ଫାଳିକିଆ ବସ୍ତିରେ ରହୁଥିବା ଜଣେ ମଦ୍ୟପ ଏଭଳି କାଣ୍ଡ ଭିଆଇଛି । ଖବର ପାଇ ଆରପିଏଫ ଓ ଜିଆରପି ପହଞ୍ଚି ମଦ୍ୟପ ଯୁବକଙ୍କୁ କାବୁ କରିଛନ୍ତି । ଘଟଣା ପରେ ରେଳ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Latest Posts

Don't Miss