spot_img

Latest Posts

ସର୍ଟସର୍କିଟରୁ ଷ୍ଟୋର ରୁମରେ ଭୟାବହ ଅଗ୍ନିକାଣ୍ଡ

ସର୍ଟସର୍କିଟରୁ ଷ୍ଟୋର ରୁମରେ ଭୟାବହ ଅଗ୍ନିକାଣ୍ଡ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବାଘଲଟି ଡ୍ୟାମ ନିକଟରେ ନିର୍ମାଣ ହେଉଥିବା ମେଗା ପ୍ରକଳ୍ପ କାମର ଷ୍ଟୋର ରୁମରେ ଲାଗିଲା ନିଆଁ । ହୁତୁହୁତ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପାଇପ ଅଉ କିଛି ସାମଗ୍ରୀ । ଉପସ୍ଥିତ ଥିବା ଶ୍ରମିକମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ସ୍ଥାନୀୟ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି ।

Latest Posts

Don't Miss