ରାଜ୍ୟରେ ଆଉ ୨୮୮୮ ଜଣ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ..
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୨୮୮୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢ଼ାଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ରାଜ୍ୟବାସୀଙ୍କୁ ଆଶ୍ୱସ୍ତି କରିଛି । ରାଜ୍ୟରେ ଏବେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୦,୭୧୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 2888 #COVID19 patients have recovered and are being discharged on 29.08.2020
487 from Rayagada
410 from Khordha
217 from Ganjam
189 from Cuttack
173 from Bolangir
151 from Koraput
144 from Mayurbhanj
138 from Nayagarh
134 from Puri
123 from Baleswar
117 from Sambalpur— H & FW Dept Odisha (@HFWOdisha) August 29, 2020
୨୮୮୮ ସୁସ୍ଥଙ୍କ ମଧ୍ୟରେ ରାୟଗଡ଼ାରୁ ସର୍ବାଧିକ ୪୮୭, ଖୋର୍ଦ୍ଧାରୁ ୪୧୦, ଗଞ୍ଜାମରୁ ୨୧୭, କଟକ ୧୮୯, ବଲାଙ୍ଗିର ୧୭୩, କୋରାପୁଟ ୧୫୧, ମୟୂରଭଞ୍ଜ ୧୪୪, ନୟାଗଡ଼ ୧୩୮, ପୁରୀ ୧୩୪, ବାଲେଶ୍ୱର ୧୨୩, ସମ୍ବଲପୁର ୧୧୭, ମାଲକାନଗିରି ୮୧, ସୁନ୍ଦରଗଡ଼ ୭୮, ନବରଙ୍ଗପୁର ୫୬, ଘାରସୁଗୁଡ଼ା ୫୫, ଭଦ୍ରକ ୫୨, ବରଗଡ଼ ୫୧, ଜଗତସିଂହପୁର ୩୫, ଢ଼େଙ୍କାନଳ ୩୪, କଳାହାଣ୍ଡି ୩୩, ଗଜପତି ୩୦, କେନ୍ଦୁଝର ୨୯, କନ୍ଧମାଳ ୨୧, ସୋନପୁର ୧୫, କେନ୍ଦ୍ରାପଡ଼ା ୧୪, ବୌଦ୍ଧ ୧୦, ଅନୁଗୁଳ ୫, ଯାଜପୁର ୫ ଓ ଦେଓଗଡ଼ରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
81 from Malkangiri
78 from Sundargarh
56 from Nabarangpur
55 from Jharsuguda
52 from Bhadrak
51 from Bargarh
35 from Jagatsinghpur
34 from Dhenkanal
33 from Kalahandi
30 from Gajapati
29 from Keonjhar
21 from Kandhamal
15 from Sonepur
14 from Kendrapara
10 from Boudh— H & FW Dept Odisha (@HFWOdisha) August 29, 2020
5 from Anugul
5 from Jajapur
1 from DeogarhThe total recovered cases of Odisha now stand at 70714.
— H & FW Dept Odisha (@HFWOdisha) August 29, 2020