କରୋନା ଭାଇରସକୁ ନେଇ ମିଛ ଖବର ଦେଉଥିଲେ, ଧରାପଡ଼ି ଜେଲ ଗଲେ ଯୁବକ
ରାୟଗଡ଼ା: ସୋସିଆଲ ମିଡିଆରେ କରୋନା ଭାଇରସକୁ ନେଇ ମିଥ୍ୟା ଖବର ପ୍ରସାରଣ କରି ଯୁବକ ଗିରଫ । ସମ୍ପୃକ୍ତ ଯୁବକ ହେଲେ ସତ୍ୟନାରାୟଣ ସାମଲ । ଯୁବକ ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବୋଲି ଜଣାପଡିଛି । ଉକ୍ତ ଯୁବକକୁ ଅମ୍ବାଦଳା ପୋଲିସ ଗିରଫ କରିଛି । ସତ୍ୟନାରାୟଣ ଗତକାଲି ସୋସିଆଲ ମଡିଆରେ ଏଭଳି କଛି ଲେଖିଥିଲେ । ରାୟଗଡ଼ାରେ ପହଞ୍ଚିଲା କରୋନା ଭାଇରସ । କାଶୀପୁରରେ ଜଣେ କରୋନା ରୋଗରେ ଆକ୍ରାନ୍ତ । କେରଳରୁ … Continue reading କରୋନା ଭାଇରସକୁ ନେଇ ମିଛ ଖବର ଦେଉଥିଲେ, ଧରାପଡ଼ି ଜେଲ ଗଲେ ଯୁବକ
Copy and paste this URL into your WordPress site to embed
Copy and paste this code into your site to embed