ଘରୁ ଯିବା ପରେ ହ୍ୱାଟ୍ସଆପରେ ଆଦିତ୍ୟ କେମିତି ଆସୁଥିଲେ ଅନଲାଇନ୍ ?

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟଙ୍କ ସନ୍ଦେଜନକ ମୃତ୍ୟୁ ଉପରୁ ପରଦା ହଟୁନି । ଡାଏରୀର ହାତଲେଖା ସେ ସୁଇସାଇଡ୍ କରିଥିବା କହୁଛି । ହେଲେ ଅଭିଯୋଗ ହେଉଛି ତାଙ୍କୁ ହତ୍ୟା କରାଯାଇଛି । ଏପରିକି ଜିଆରପିକୁ ମିଳିଥିବା ପୋଷ୍ଟମର୍ଟମ ରିପୋର୍ଟ କହୁଛି ଆଦିତ୍ୟଙ୍କ ମୁଣ୍ଡରେ ଲାଗିଥିଲା ଗଭୀର ଆଘାତ । ସୁଇସାଇଡ୍ ନା ମର୍ଡର ସସପେନ୍ସ ଭିତରେ ଆଦିତ୍ୟଙ୍କ ମୃତ୍ୟୁର କାରଣ ଖୋଜୁଛି ପୋଲିସ । ଏହାରି ଭିତରେ ଆଦିତ୍ୟଙ୍କ ମୋବାଇଲକୁ ନେଇ ହେଉଥିବା ଚର୍ଚ୍ଚା ଥମୁନି । … Continue reading ଘରୁ ଯିବା ପରେ ହ୍ୱାଟ୍ସଆପରେ ଆଦିତ୍ୟ କେମିତି ଆସୁଥିଲେ ଅନଲାଇନ୍ ?