ଦିଶା ସାଲିଆନଙ୍କର ମୃତ୍ୟୁ ପରେ ସୁଶାନ୍ତଙ୍କୁ ଫୋନ କରି କିଏ କରୁଥିଲା ହଇରାଣ, ଜାଣନ୍ତୁ

ନୂଆଦିଲ୍ଲୀ: ସୁଶାନ୍ତ ସିଂଙ୍କ ମୃତ୍ୟୁ ନେଇ ଗୋଟିଏ ପରେ ଗୋଟିଏ ରହସ୍ୟର ପେଡ଼ି ଖୋଲିବାରେ ଲାଗିଛି । ୧୪ ଜୁନରେ ସୁଶାନ୍ତଙ୍କ ମୃତ୍ୟୁ ହେବା ପୂର୍ବରୁ ୯ ଜୁନ୍ ରାତିରେ ପ୍ରାୟ ୧.୩୦ ମିନିଟ ପରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କର ମୃତ୍ୟୁ ହୋଇଥିଲା । ଯେତେବେଳେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ୮ ଜୁନ୍ ଅପରାହ୍ନରେ ସୁଶାନ୍ତଙ୍କ ଘରୁ ବାହାରିଥିଲେ । ଅର୍ଥାତ୍ ଦିଶାଙ୍କ ମୃତ୍ୟୁର ପ୍ରାୟ ୧୨ ଘଣ୍ଟା ପୂର୍ବରୁ ରିୟା ସୁଶାନ୍ତଙ୍କ … Continue reading ଦିଶା ସାଲିଆନଙ୍କର ମୃତ୍ୟୁ ପରେ ସୁଶାନ୍ତଙ୍କୁ ଫୋନ କରି କିଏ କରୁଥିଲା ହଇରାଣ, ଜାଣନ୍ତୁ