ଯାଜପୁରରୁ ହଟିଲା ସଟ୍‌ଡାଉନ୍‌, ଖୋଲିବ ଏହି ସବୁ ଦୋକାନ

ଯାଜପୁର: ଯାଜପୁର ଜିଲ୍ଲାରୁ ସଟ୍‌ ଡାଉନ୍‌ ହଟିବା ପରେ ଏବେ ଲୋକଙ୍କୁ କିଛି ମାତ୍ରାରେ ଆସ୍ୱସ୍ତି ମିଳିଛି । ଲଗାତାର ଭାବେ ନୂଆ କରୋନା ମାମଲା ସାମ୍ନାକୁ ଆସିବାରୁ ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ୬୦ ଘଣ୍ଟା ପାଇଁ ସଟ୍‌ ଡାଉନ୍‌ ଘୋଷଣା କରାଯାଇଥିଲା । ତେବେ ଆଜି ୬୦ ଘଣ୍ଟାର ସଟ୍‌ ଡାଉନ୍‌ ଅବଧି ଶେଷ ହୋଇଛି । ଏଥିପାଇଁ ଯାଜପୁରରେ ଲକ୍‌ଡାଉନ୍‌ ନିମୟ ଲାଗୁ ରହିଥିଲେ ମଧ୍ୟ ବିଭିନ୍ନ କଟକଣାକୁ କୋହଳ କରାଯାଇଛି । … Continue reading ଯାଜପୁରରୁ ହଟିଲା ସଟ୍‌ଡାଉନ୍‌, ଖୋଲିବ ଏହି ସବୁ ଦୋକାନ