ଗଞ୍ଜାମରୁ ପୁଣି ୧୯‌, କେନ୍ଦ୍ରାପଡ଼ାରେ ଆଉ ୫ ପଜିଟିଭ୍

ଭୁବନେଶ୍ୱର: ଗଞ୍ଜାମରେ ୪୭ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ଏହି ସଂଖ୍ୟା ୨୮ରେ ପହଞ୍ଚିଥିବା ବେଳେ ଶୁକ୍ରବାର ୧୯ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେପଟେ କେନ୍ଦ୍ରାପଡ଼ାରେ ପୂର୍ବରୁ ୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏବେ ନୂଆ ୫ଟି ମାମଲା ସାମ୍ନାକୁ ଆସିଛି । ସେହିଭଳି ଭଦ୍ରକରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଭଦ୍ରକ ଜିଲ୍ଲାର ଦୁଇ ପଜିଟିଭ୍‌ଙ୍କ ମଧ୍ୟରୁ ଧାମନଗର ବ୍ଲକ ଅଞ୍ଚଳରୁ ଜଣକୁ ଚିହ୍ନଟ … Continue reading ଗଞ୍ଜାମରୁ ପୁଣି ୧୯‌, କେନ୍ଦ୍ରାପଡ଼ାରେ ଆଉ ୫ ପଜିଟିଭ୍