ପୁଣି ବିପଦରେ ପଡ଼ିଲେ ସୁରଟ ଫେରନ୍ତା, କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣା
ବାଲିଗୁଡ଼ା: ପୁଣି ଏକ ବସ୍ ଦୁର୍ଘଟଣା । ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ନେଇ ଆସୁଥିବା ବେଳେ ଆଉ ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଭଞ୍ଜନଗର-ଗଞ୍ଜାମକୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ବସ୍ କନ୍ଧମାଳ ସୀମାନନ୍ତ କଳିଙ୍ଗା ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ସୁରଟରୁ ୫୮ ପ୍ରବାସୀଙ୍କୁ ଧରି ଗଞ୍ଜାମ ସୋରଡ଼ା ଆସୁଥିଲା ଏହି ବସ୍ । କଳିଙ୍ଗା ଘାଟିର ତାରାବଙ୍କା ଠାରେ ଭାରସାମ୍ୟ ହରାଇ ବସ୍ଟି … Continue reading ପୁଣି ବିପଦରେ ପଡ଼ିଲେ ସୁରଟ ଫେରନ୍ତା, କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣା
Copy and paste this URL into your WordPress site to embed
Copy and paste this code into your site to embed