ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ମାମଲା ପରେ ଜମି ଜବରଦଖଲ ଅଭିଯୋଗରେ ଛନ୍ଦି ହେଲେ OTV MDଙ୍କ ପରିବାର । ଦୀର୍ଘ 10ବର୍ଷରୁ ଅଧିକ ସମୟ ହେଲା ଖୋର୍ଦ୍ଧା ସାରୁଅ ଗାଁରେ ଜମି ଜାଲିଆତି କରି ଚାଷଜମି ନଷ୍ଟ କରିଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ କମ୍ପାନୀର ଗୁଣ୍ଡାଗିରିରେ ଭୟଭୀତ ଗ୍ରାମବାସୀ ଶେଷରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି । ଘଟଣାର ତଦନ୍ତ କରାଯିବ ବୋଲି ଆଶ୍ୱାସନା ଦେଇଛି ଜିଲ୍ଲା ପ୍ରଶାସନ । OTV MD ଜଗି ପଣ୍ଡାଙ୍କ … Continue reading OTV ଏମ୍ଡିଙ୍କ ପରିବାର ନାଁରେ ଜମି ଜାଲିଆତି ଅଭିଯୋଗ: ଜମି ବିକ୍ରି କରିବାକୁ ବାଧ୍ୟ କରିଦେଇଛନ୍ତି ଓଟିଭି କର୍ତ୍ତୃପକ୍ଷ
Copy and paste this URL into your WordPress site to embed
Copy and paste this code into your site to embed