କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ, ଖାଦ୍ୟ ଫେରାଇଲେ ଅନ୍ତେବାସୀ

ବ୍ରହ୍ମପୁର: ଖାଦ୍ୟ ଦେବାରେ ବିଳମ୍ୱ କରିବା ସହ ନିମ୍ନମାନର ଖାଦ୍ୟ ଦେଇଥିବା ଅଭିଯୋଗରେ ଖାଦ୍ୟ  ଫୋପାଡ଼ି ଦେଇଛନ୍ତି କ୍ୱାରେଣ୍ଟାଇନ୍‌ରେ ଥିବା ପ୍ରବାସୀ ଓଡ଼ିଆ । ଗଞ୍ଜାମ ଜିଲ୍ଲା ସୁବୁଳିଆ ସ୍ଥିତ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କ୍ୱାରେଣ୍ଟାଇନରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ଅଭିଯୋଗ ହେଲା ଯେ, ସେମାନଙ୍କୁ ଦିନ ୧୨ଟାରେ ଖାଇବାକୁ ଦିଆଯାଇଛି । ଖାଇବାରେ ଭାତ ଡାଲି ଓ ଆଚାର ଦେଉଛନ୍ତି । ଯାହାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି । … Continue reading କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ, ଖାଦ୍ୟ ଫେରାଇଲେ ଅନ୍ତେବାସୀ