ଖୋର୍ଦ୍ଧା ପରେ ଏବେ ଅସ୍ତରଙ୍ଗରେ ଏକର ଏକର ଜମି ଓଡ଼ିଶା ଇନଫ୍ରାଟେକ କିଣିଥିବା ଅଭିଯୋଗ

ପୁରୀ: ସାରୁଅ ଜମି କେଳେଙ୍କାରି ପରେ ଏବେ ପୁରୀ ଜିଲ୍ଲା ଅସ୍ତରଙ୍ଗରେ ମଧ୍ୟ ସମାନ ଅଭିଯୋଗ । ଶିଶୁଆ ପଞ୍ଚାୟତର ବିଭିନ୍ନ ଗାଁରେ ଏକର ଏକର ଜମି ଓଡିଶା ଇନଫ୍ରାଟେକ କିଣିଥିବା ଅଭିଯୋଗ ହୋଇଛି । ଅସ୍ତରଙ୍ଗରେ ତଣ୍ଡାହାର, ଛେନୁ, ଉଦୟକଣି ଗାଁର ଶହ ଶହ ଏକର ଜମି ବୈଜୟନ୍ତ ପଣ୍ଡା ଓ ତାଙ୍କ ସହଯୋଗୀମାନେ ଓଡିଶା ଇନଫ୍ରାଟେକ କମ୍ପାନୀ ନାଁରେ କିଣିଛନ୍ତି । ଉପକୂଳବର୍ତୀ ଗାଁକୁ ସମୁଦ୍ର ମାଡ଼ି ଆସୁଥିବାରୁ ଗାଁ ଲୋକେ ବୈଜୟନ୍ତଙ୍କୁ ଶାଗ … Continue reading ଖୋର୍ଦ୍ଧା ପରେ ଏବେ ଅସ୍ତରଙ୍ଗରେ ଏକର ଏକର ଜମି ଓଡ଼ିଶା ଇନଫ୍ରାଟେକ କିଣିଥିବା ଅଭିଯୋଗ