ପୁଣି ଚିହ୍ନଟ ହେଲେ ୯୬ କରୋନା ସଂକ୍ରମିତ: ସକ୍ରିୟ ମାମଲା ଠାରୁ ଅଧିକ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ପୁଣି ଚିହ୍ନଟ ହେଲେ ୯୬ କରୋନା ଆକ୍ରାନ୍ତ । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମର ୬, ଯାଜପୁର ୬, ବାଲେଶ୍ୱର ୪, ଖୋର୍ଦ୍ଧା ୯, ଭଦ୍ରକ ୭, କଟକ ୬, ପୁରୀ ୧, କେନ୍ଦ୍ରାପଡ଼ା ୧୦, ବଲାଙ୍ଗୀର ୭, ଜଗତସିଂହପୁର ୬, ନୟାଗଡ଼ ୧, ସୁନ୍ଦରଗଡ଼ ୭, ଦେବଗଡ଼ ୪, କେନ୍ଦୁଝର ୧, କଳାହାଣ୍ଡି ୫, ଗଜପତି ୧୦, ନୂଆପଡ଼ା ୪, ଢେଙ୍କାନାଳ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ … Continue reading ପୁଣି ଚିହ୍ନଟ ହେଲେ ୯୬ କରୋନା ସଂକ୍ରମିତ: ସକ୍ରିୟ ମାମଲା ଠାରୁ ଅଧିକ ସୁସ୍ଥ