spot_img

Latest Posts

ରାଜ୍ୟରେ ଆଉ ୧୫୭୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୫୭୮ କରୋନା ସଂକ୍ରମିତ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୯୧୫ ଓ ସ୍ଥାନୀୟ ଅଞ୍ଚଳରୁ ୬୬୩ କରୋନା ସଂକ୍ରମିତ ଚିହ୍ନଟ ।  ଅନୁଗୁଳରୁ ୪୭, ବାଲେଶ୍ୱରରୁ ୭୮, ବରଗଡ଼ ୯, ଭଦ୍ରକ ୫୨, ବଲାଙ୍ଗୀର ୮, ବୌଦ୍ଧ ୪, କଟକ ୨୧୨, ଦେବଗଡ଼ ୮, ଢେଙ୍କାନାଳ ୧୯, ଗଜପତି ୧୪, ଗଞ୍ଜାମ ୨, ଜଗତସିଂହପୁର ୧୧୩, ଯାଜପୁର ୭୭, ଝାରସୁଗୁଡ଼ା୨, କଳାହାଣ୍ଡି ୧, କନ୍ଦମାଳ ୧୭, କେନ୍ଦ୍ରାପଡ଼ା ୫୧, କେନ୍ଦୁଝର ୧୭, ଖୋର୍ଦ୍ଧା ୪୩୬, କୋରାପୁଯ ୧୪, ମାଲକାନଗିରି ୧୧, ମୟୂରଭଞ୍ଜ ୪୧, ନବରଙ୍ଗପୁର ୧୬, ନୟାଗଡ଼ ୫୩, ନୂଆପଡ଼ା ୨, ପୁରୀ ୧୦୯, ରାୟଗଡ଼ା ୧୪, ସମ୍ୱଲପୁର ୧୮, ସୋନପୁର ୧୨, ସୁନ୍ଦରଗଡ଼ରୁ ୨୯ ଓ ଷ୍ଟେଟପୁଲ୍‌ରୁ ୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ଏବେ ବି ୧୬ ହଜାର ୩୮୪  ମାମଲା ସକ୍ରିୟ ରହିଛି ।

ଏଥିସହିତ ପଢ଼ନ୍ତୁ: ସୃଷ୍ଟ ଲଘୁଚାପ ସକ୍ରିୟ: ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲେ ପାଣିପାଗ ବିଭାଗ

Latest Posts

Don't Miss