ରାଜ୍ୟରେ କମୁଛି କରୋନା: ୨୪ ଘଣ୍ଟା ମଧ୍ୟରେ ୧୯୦୪ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା । ୨୪ ଘଣ୍ଟାରେ ୧୯୦୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନ୍ରୁ ୧୧୧୫, ଲୋକାଲ କେସ୍ ୭୮୯ । ଖୋର୍ଦ୍ଧାରୁ ୨୨୧, କଟକରୁ ୧୧୧, ଅନୁଗୁଳରୁ ୧୦୯, ନୂଆପଡାରୁ ୧୨୮, ସୁନ୍ଦରଗଡ଼ରୁ ୧୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରେ ଆଉ ୧୬ କେରାନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୧୬୮ରେ ପହଞ୍ଚିଛି । ଗଜପତିରେ ସବୁଠୁ କମ୍ ୨ଜଣ କରୋନା ଆକ୍ରାନ୍ତ … Continue reading ରାଜ୍ୟରେ କମୁଛି କରୋନା: ୨୪ ଘଣ୍ଟା ମଧ୍ୟରେ ୧୯୦୪ ସଂକ୍ରମିତ ଚିହ୍ନଟ
Copy and paste this URL into your WordPress site to embed
Copy and paste this code into your site to embed