ଝାରସୁଗୁଡ଼ାରେ ଆଉ ଜଣେ ପଜିଟିଭ, ଗଞ୍ଜାମରୁ ଚିହ୍ନଟ ୨ ସୁରତ ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଫେରନ୍ତାଙ୍କ ଚିନ୍ତାରେ ଘାଣ୍ଟି ହେଉଛି ପୁରା ରାଜ୍ୟ । ଆଜି ପ୍ରଥମ ଥର ପାଇଁ ଗଞ୍ଜାମରେ ୨ଟି କରୋନା ଚିହ୍ନଟ ହେବା ପରେ ପୁଣି ଥରେ ଝାରସୁଗୁଡ଼ାରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଏହାକୁ ମିସାଇ ଝାରସୁଗୁଡ଼ାରେ ସଂକ୍ରମିତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ସଂକ୍ରମିତ ହେଉଛନ୍ତି ଜଣ  ମହିଳା ତାଙ୍କର ବୟସ ହେଉଛି ୪୦ ବର୍ଷ । ମହିଳା … Continue reading ଝାରସୁଗୁଡ଼ାରେ ଆଉ ଜଣେ ପଜିଟିଭ, ଗଞ୍ଜାମରୁ ଚିହ୍ନଟ ୨ ସୁରତ ଫେରନ୍ତା