ଦେଶର ରାଜନୀତିକ ମାନଚିତ୍ରରୁ ଲିଭୁଛି ଗେରୁଆ ରଙ୍ଗ: ବିଜେପି ହାତରୁ ଖସିଲା ଆଉ ଏକ ରାଜ୍ୟ

ଭୁବନେଶ୍ୱର ବ୍ୟୁରୋ: ଭାରତୀୟ ଜନତା ପାର୍ଟି(ବିଜେପି)କୁ ବଡ଼ ଝଟ୍‌କା । ମହାରାଷ୍ଟ୍ର ପରେ ଝାଡ଼ଖଣ୍ଡରେ ଗାଦିଚ୍ୟୁତ ହେଲା ବିଜେପି । ବାଜମାରିନେଇଛନ୍ତି ଜେଏମ୍‌ଏମ୍‌, କଂଗ୍ରେସ, ଆର୍‌ଜେଡି ମେଣ୍ଟ । ବିଧିବଦ୍ଧଭାବେ ନିର୍ବାଚନ କମିଶନଙ୍କ ପକ୍ଷରୁ ଫଳାଫଳ ଘୋଷଣା ହୋଇନଥିଲେ ମଧ୍ୟ କେବଳ ଔପଚାରିକତା ବାକି ରହିଛି । ନିର୍ବାଚନ ଫଳାଫଳ ନେଇ ବିରୋଧୀ ଉତ୍ସାହିତ ହୋଇଥିବା ବେଳେ ବିଜେପି ମହଲରେ ନିରାଶା ଖେଳିଯାଇଛି । ବିଜେପି ହାତରୁ ଖସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ରାଜ୍ୟ । … Continue reading ଦେଶର ରାଜନୀତିକ ମାନଚିତ୍ରରୁ ଲିଭୁଛି ଗେରୁଆ ରଙ୍ଗ: ବିଜେପି ହାତରୁ ଖସିଲା ଆଉ ଏକ ରାଜ୍ୟ