ସୁନିଲ ଗାଭାସ୍କରଙ୍କ ଉପରେ ବର୍ଷିଲେ ଅନୁଷ୍କା, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ଏମିତି କଥା…
ମୁମ୍ବାଇ: ୟୁଏଇରେ ଇଣ୍ଡିଆନ ପ୍ରିମିୟର ଲିଗର ୧୩ ତମ ଏଡିସନ ଖେଳାଯାଉଛି । ଗୁରୁବାରକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗସ XI ପଞ୍ଜାବ ମଧ୍ୟରେ ଏହି ଟୂର୍ଣ୍ଣାମେଣ୍ଟର ଷଷ୍ଠ ମ୍ୟାଚ୍ ଖେଳାଯାଉଥିଲା । ଏହି ସମୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପଟେନ ବିରାଟ କୋହଲି ଏତେ ଖାସ ପ୍ରଦର୍ଶନ କରିପାରିଲେ ନାହିଁ । ବିରାଟ ଗୋଟିଏ ରନ କରି ଆଉଟ ହୋଇଗଲେ । ଏହି ସମୟରେ କମେଣ୍ଟ୍ରି ପ୍ୟାନେଲର ସଦସ୍ୟ ସୁନିଲ ଗାଭାସ୍କର ବିରାଟ କୋହଲିଙ୍କ … Continue reading ସୁନିଲ ଗାଭାସ୍କରଙ୍କ ଉପରେ ବର୍ଷିଲେ ଅନୁଷ୍କା, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ଏମିତି କଥା…
Copy and paste this URL into your WordPress site to embed
Copy and paste this code into your site to embed