spot_img

Latest Posts

ବନ୍ଧୁକ ଦେଖାଇ ୨୦ ଲକ୍ଷ ଟଙ୍କା ସହ ୩୦ ଲକ୍ଷ ଟଙ୍କାର ସୁନଗହଣା ଲୁଟ୍

ନନ୍ଦିଘୋଷ ବ୍ୟୁରୋ : ବାଲେଶ୍ଵର ନୀଳଗିରି ଥାନା କାହାଳିଆ ଗାଁରେ ଲୁଟ୍ । ବନ୍ଧୁକ ଦେଖାଇ ୨୦ ଲକ୍ଷ ଟଙ୍କା ସହ ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ଗୋବିନ୍ଦା ସିଂଙ୍କ ଘରୁ ହୋଇଛି ଲୁଟ୍ । ୬ ଜଣ ଦୁର୍ବୃତ୍ତ ଗୋବିନ୍ଦା ସିଂହଙ୍କ ଘରେ ପଶି ପରିବାର ଲୋକଙ୍କ ହାତ ଗୋଡ଼ ବାନ୍ଧି ମୁଣ୍ଡରେ ବନ୍ଧୁକ ଲଗାଇ ବ୍ୟାପକ ସୁନା ଗହଣା ଲୁଟି ନେଇଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Latest Posts

Don't Miss