କରୋନା ଚିକିତ୍ସା ପରେ କୃତିମ ଫୁସଫୁସ୍ ରୋପଣ; ସ୍ଥାୟୀ ଚିକିତ୍ସା ପାଇଁ ଏୟାର ଆମ୍ୱୁଲାନ୍ସରେ ଗଲେ ହାଇଦ୍ରାବାଦ୍
ଭୁବନେଶ୍ୱର: ଭୁବନେଶ୍ୱରରୁ ହାଇଦ୍ରାବାଦ୍ ଯିବେ କରୋନା ରୋଗୀ । କରୋନାରୁ ସୁସ୍ଥ ହେବା ପରେ ତାଙ୍କର ଫୁସଫୁସରେ ସମସ୍ୟା ଥିବା ଜଣାପଡିଥିଲା । ଏହାପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର କୃତିମ୍ ଫୁସଫୁସ୍ ରୋପଣ କରାଯାଇଛି । ତେବେ ସ୍ୱାସ୍ଥ୍ୟ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତାଙ୍କୁ ହାଇଦ୍ରାବାଦ ନିଆଯାଉଛି । ଏଥିପାଇଁ ଏୟାର ଆମ୍ୱୁଲାନ୍ସର ବ୍ୟବହାର କରାଯିବ । ରୋଗୀ ଏବେ ଥିବା ଘରୋଇ ହସ୍ପିଟାଲଟି ନୟାପଲ୍ଲୀ ଅଞ୍ଚଳର ହୋଇଥିବା ହେତୁ ତାଙ୍କୁ ସେଠାରୁ … Continue reading କରୋନା ଚିକିତ୍ସା ପରେ କୃତିମ ଫୁସଫୁସ୍ ରୋପଣ; ସ୍ଥାୟୀ ଚିକିତ୍ସା ପାଇଁ ଏୟାର ଆମ୍ୱୁଲାନ୍ସରେ ଗଲେ ହାଇଦ୍ରାବାଦ୍
Copy and paste this URL into your WordPress site to embed
Copy and paste this code into your site to embed