ରାଜ୍ୟକୁ ଫେରିଛନ୍ତି ୭୦ ଜଣ ତବଲିଗି, ସରକାରଙ୍କ ଠାରୁ ନେଉଛନ୍ତି ସ୍ୱାସ୍ଥ୍ୟ ପରାମର୍ଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନିଜାମୁଦ୍ଦିନ ଫେରନ୍ତା ତବଲିଗିଙ୍କୁ ଅପିଲ୍ କରିବା ପରେ ସାମନାକୁ ୪୨ ଜଣ ଆସିଛନ୍ତି । ଏନେଇ କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ଏଥିସହ ରାଜ୍ୟରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି । ପୂର୍ବରୁ ୨୮ଜଣ ତବଲିଗି ରାଜ୍ୟକୁ ଫେରିଥିବା ସୂଚନା ମିଳିଥିଲା । ସେମାନେ ସରକାରଙ୍କୁ ଜଣାଇ ସ୍ୱାସ୍ଥ୍ୟଗତ ପରାମର୍ଶ ନେଉଛନ୍ତି । ଅନ୍ୟମାନେ ମଧ୍ୟ ଏହିଭଳି ସାମନାକୁ ଆସିବାକୁ ଅନୁରୋଧ କରିଛନ୍ତି ବାଗଚୀ … Continue reading ରାଜ୍ୟକୁ ଫେରିଛନ୍ତି ୭୦ ଜଣ ତବଲିଗି, ସରକାରଙ୍କ ଠାରୁ ନେଉଛନ୍ତି ସ୍ୱାସ୍ଥ୍ୟ ପରାମର୍ଶ