spot_img

Latest Posts

ବାଲେଶ୍ୱର ୭ ନଂ ୱାର୍ଡ ପୂର୍ବତନ କାଉସିଲରଙ୍କୁ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ୱର ନମ୍ବର ୱାର୍ଡର ପୂର୍ବତନ କାଉସିଲରଙ୍କୁ ଆକ୍ରମଣଘଟଣାକୁ ନେଇ ବାଲେଶ୍ୱର ମେଡିକାଲରେ ଉତ୍ତେଜନା ଟାଉନ ଥାନାରେ ଆପୋଷ  ବୁଝାମୁଣା କରି ଫେରୁଥିବା ବେଳେ ପୂର୍ବତନ ବିଜେଡି କାଉନସିଲର ସାକୀର ଖାନଙ୍କୁ ଅଜଣା ଯୁବକଙ୍କ ଆକ୍ରମଣ ପରେ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡିଛି କାହିଁକି କିଏ ଆକ୍ରମଣ କଲେ ତାହା ଅସ୍ପଷ୍ଟ ରହିଛି ଗୁରୁତର କାଉନସିଲରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ଘଟଣାର ପୋଲିସ ଛାନବିନ ଆରମ୍ଭ କରିଛି

Latest Posts

Don't Miss