spot_img

Anita Rath

1015 POSTS

Exclusive articles:

ତାତିରେ ଲାଗିଲା ବ୍ରେକ୍‌, ରାଜଧାନୀରେ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ତାତିରେ ଲାଗିଲା ବ୍ରେକ୍ । ହଠାତ ପାଗରେ ପରିବର୍ତ୍ତନ ସହ ସାରା ରାଜ୍ୟରେ ନରମିଛି ପାଗ ।  ରାଜଧାନୀ ଭୁବନେଶ୍ୱରରେ ବର୍ଷା ସହ ଘଡ଼ଘଡ଼ି ଦେଖିବାକୁ ମିଳିଛି ।   ...

ଦେଶର ସବୁଠୁ ଖୁସି ରାଜ୍ୟ ତାଲିକାର ଟପ୍‌ ଥ୍ରି’ରେ ଓଡ଼ିଶା

ଭୁବନେଶ୍ୱର:  ଦେଶର ସବୁଠୁ ଖୁସି ରାଜ୍ୟ ତାଲିକାର ଟପ ଥ୍ରିରେ ସ୍ଥାନ ପାଇଛି ଓଡ଼ିଶା । ଗତ ଥର ଅପେକ୍ଷା ୧୩ ସ୍ଥାନ ଡେଇଁ ଟପ୍‌ ଥ୍ରିରେ ସ୍ଥାନ ହାସଲ ପାଇବାରେ ସଫଳ...

ମହିଳାଙ୍କୁ ଆଗକୁ ନେବାକୁ ମିଶନଶକ୍ତି ସଂକଳ୍ପବଦ୍ଧ: ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର:  ମହିଳାଙ୍କ ବିକାଶ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ । ମିଶନ ଶକ୍ତି ମହିଳାଙ୍କ ପରିଚୟ ପାଲଟିଥିବା ଓଡ଼ିଶା ସ୍କିଲ କନକ୍ଲେଭରେ ଯୋଗ ଦେଇ କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା...

ଇଣ୍ଡିଆ ଵୁକ ଅଫ ରେକର୍ଡରେ ୫୦ ଫୁଟ ଲମ୍ବର ହକି ଵିଶ୍ଵ ଟ୍ରଫି

ଭୁବନେଶ୍ୱର:  ଇଣ୍ଡିଆ ଵୁକ ଅଫ ରେକର୍ଡରେ ସ୍ଥାନ ପାଇଲା ରାଉରକେଲା ସହରରେ ରଙ୍ଗୋଲୀରେ ନିର୍ମିତ ହୋଇଥିବା ୫୦ ଫୁଟ ଲମ୍ବର ହକି ଵିଶ୍ଵ ଟ୍ରଫି। ରାଉରକେଲା ସହରରେ ବିଶ୍ଵର ସର୍ବ ବୃହତ୍ ହକି...

ବିଜେଡିରେ ମିଶିଲେ ୨୦୦ରୁ ଅଧିକ ବିରୋଧୀ

ଭୁବନେଶ୍ୱର:  ଅଧିକ ସଶକ୍ତ ହେଉଛି ବିଜେଡି । ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଭିନ୍ନ ଦଳ ଛାଡି ବିଜେଡିରେ ମିଶିଛନ୍ତି ୨୦୦ରୁ ଅଧିକ ଲୋକ...

Breaking

ପାରାଦୀପ ତାରିଣୀଗଡ଼ାରେ ଅଘଟଣ ; ୪ମହଲା ବିଶିଷ୍ଟ ନିର୍ମାଣଧିନ କୋଠାରୁ ପଡି ମହିଳା ମୃତ

ପାରାଦୀପ ତାରିଣୀଗଡ଼ାରେ ଅଘଟଣ । ଏକ ଚାରି ମହଲା ବିଲ୍ଡିଂରୁ ପଡ଼ି...

ଦିଲ୍ଲୀର ଦୁଇଟି ସ୍କୁଲକୁ ବୋମା ଧମକ ; ଦିଲ୍ଲୀ ପୋଲିସର ତଦନ୍ତ ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀର ଦୁଇଟି ସ୍କୁଲକୁ  ବୋମା ଧମକ। ବୋମାରେ...

ଯାଜପୁର ରୋଡ ସୋଲେଇ ଗାଁରେ ଗୋଷ୍ଠୀ ସଂଘର୍ଷ ; ଜଣେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ଯାଜପୁର ଜିଲ୍ଲା ଯାଜପୁର ରୋଡ ସୋଲେଇ ଗ୍ରାମରେ...

ଶୈଳବାଳା କଲେଜକୁ ୟୁନିଭରସିଟି ମାନ୍ୟତା ଦାବି ; ଆଜି ସ୍ଥିର ହେବ ପରବର୍ତ୍ତୀ ରଣନୀତି

ନନ୍ଦିଘୋଷ ବ୍ୟୁରୋ : ତେଜିଛି କଟକ ଶୈଳବାଳା ସ୍ଵୟଂଶାସିତ ମହିଳା ମହାବିଦ୍ୟାଳୟକୁ...