spot_img

Bikash Chandra Barik

4644 POSTS

Exclusive articles:

ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ, ଉତ୍ତମ ଚିକିତ୍ସା ନିମନ୍ତେ ପ୍ରତିଶ୍ରୁତି ଦେଲେ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ତଥା ଔପନ୍ୟାସିକ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅସୁସ୍ଥତା ବିଷୟରେ ଜାଣିବା ପରେ ଚିକିତ୍ସକ ଡଃ. ଅଶୋକ କୁମାର ଦାସଙ୍କ ସହ...

ଆର୍ଜେଣ୍ଟିନାର ନିଷ୍ପତି; ଧନୀ ଲୋକଙ୍କ ଟିକସରେ ଟିକା ନେବେ ଗରିବୀ

ଆର୍ଜେଣ୍ଟିନା: କୋଭିଡରେ ଭୁଶୁଡ଼ିପଡିଛି ଅର୍ଥବ୍ୟବସ୍ଥା । ସମଗ୍ର ଅର୍ଥନୈତିକ ମେରୁଦଣ୍ଡରେ ଦେଖାଦେଇଛି ଜଖମ୍ । ମହାମାରୀର ଭୟାବହତା ଠାରୁ ବଳିଯାଇଛି ଭୋକ । ଏହା ଠାରୁ ଆହୁରି ବଳିପଡିଛି ବେରୋଜଗାରୀ । ତେଣୁ...

ଚାଷୀଙ୍କ ସମର୍ଥନରେ ବକ୍ସର ବିଜେନ୍ଦ୍ର

ନୂଆଦିଲ୍ଲୀ: ୧୧ ଦିନରେ ପହଁଚିଛି ରାଜଧାନୀରେ ଲାଗିଥିବା ନିଆଁ । ୫ ଥରର ବୈଠକ ପରେ ମଧ୍ୟ ହୋଇପାରିନା ନାହିଁ ନିର୍ଣ୍ଣୟ । କୃଷି ବିଲ ପ୍ରତ୍ୟାହୃତ ନେଇ ଚାଷୀ ଅଟଳ ରହିଛି...

ଅଟକିବ କରୋନା, ସଞ୍ଜିବନୀ ସାଜିବ ଫାଇଜର !

ନୂଆଦିଲ୍ଲୀ: କୋଭିଡ ଗହଳରେ ହଜି ଯାଇଛି ସାରା ବିଶ୍ୱ । ମୁକ୍ତି ପାଇଁ ସବୁଠି ଶୁଭୁଛି ଚିତ୍କାର । ଏହାରି ଭିତରେ କୋଭିଡର କାଳ କୋଠରୀରୁ ମାନବ ସମାଜକୁ ମୁକ୍ତ କରିବାକୁ ଅନେକ...

ଲଭ-ଜେହାଦୀ ବିରୋଧରେ ଆଇନ ଆଣିବେ ଶିବରାଜ !

ଭୋପାଳ: ଆଉ ଚଳିବନି ପ୍ରେମ ନାମରେ ଧର୍ମାନ୍ତୀକରଣ । ଉତ୍ତର ପ୍ରଦେଶ ପଥରେ ଏବେ ମଧ୍ୟପ୍ରଦେଶ । ଲଭ ଜେହାଦୀକୁ ଆଇନବିରୋଧି କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଶିବରାଜ ସରକାର । ମଧ୍ୟପ୍ରଦେଶ...

Breaking

ଛତିଶଗଡ଼ରେ ବଡ଼ ଏନକାଉଣ୍ଟର ; ୨ ନକ୍ସଲ ନିହତ

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ବଡ ଏନକାଉଣ୍ଟର ।...

ଆସନ୍ତାକାଲିଠାରୁ ଶୀତରେ ଲାଗିବ ବ୍ରେକ ; ୨ ରୁ ୪ ଡିଗ୍ରୀ ଯାଏ ବଢିବ ତାପମାତ୍ରା

ଭୁବନେଶ୍ବର : ଆସନ୍ତାକାଲିଠାରୁ ଶୀତରେ ଲାଗିବ ବ୍ରେକ । ପଶ୍ଚିମାଝଡ଼ ପ୍ରଭାବରେ...

କ୍ୟାପିଟାଲ ହସପିଟାଲ ଡାକ୍ତରଙ୍କୁ ମାଡ଼ ଘଟଣା ; କଳା ବ୍ୟାଚ୍ ପିନ୍ଧି ଡାକ୍ତରଙ୍କ ପ୍ରତିବାଦ

ଭୁବନେଶ୍ବର : ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ। କଳା...

୧୨୦ ଘଣ୍ଟା ହନୁମାନ ଓ ମା’ ଦୁର୍ଗାଙ୍କ ପରିକ୍ରମା କଲା କୁକୁର, ଚମତ୍କାର କହି ପୂଜା କରୁଛନ୍ତି ଲୋକେ

୧୨୦ ଘଣ୍ଟା ହନୁମାନ ଓ ମା’ ଦୁର୍ଗାଙ୍କ ପରିକ୍ରମା କଲା କୁକୁର,...