spot_img

Kalyani Parida

3707 POSTS

Exclusive articles:

କରଞ୍ଜିଆ ବନଖଣ୍ଡକୁ ପଶିଲେ ୨୨ ଟିକିଆ ହାତୀପଲ, ସଞ୍ଜ ହେଲେ ଗାଁ ମୁହାଁ ହେଉଛନ୍ତି…

କରଞ୍ଜିଆ: ଆଜି ସକାଳୁ କରଞ୍ଜିଆ ବନଖଣ୍ଡକୁ ପଶି ଆସିଛନ୍ତି ୨୨ ଟିକିଆ ହାତୀପଲ। ୨୨ ଟିକିଆ ହାତୀପଲ ଗତ କିଛି ଦିନ ହେଲା କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳର ବିଭିନ୍ନ ଅଞ୍ଚଳରେ ଫସଲ...

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସନ୍ଧ୍ୟାରେ ବୈଠକ ବସିବ। ବୈଠକରେ ଅତିରିକ୍ତି ବଜେଟର ଚିଠା ପ୍ରସ୍ତାବକୁ ମିଳିପାରେ ଅନୁମୋଦନ। ୨୦...

ପାକିସ୍ତାନକୁ ୨ ୱିକେଟରେ ହରାଇଲା ଶ୍ରୀଲଙ୍କା, ଫାଇନାଲରେ ଭାରତ ସହ ଟକ୍କର

କଲୋମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ଏସିଆ କପ୍‌ର ଫାଇନାଲ୍‌ ଖେଳାଯିବ। ଫାଇନାଲ୍‌ ମ୍ୟାଚ୍‌ ରବିବାର ଅପରାହ୍ନ ୩ଟାରେ କଲୋAsia Cupମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଗତକାଲି ବିଳମ୍ବିତ...

ଆଜି ସପ୍ତପୁରୀ ଅମାବାସ୍ୟା, ଶ୍ରୀମନ୍ଦିରରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ

ପୁରୀ: ଆଜି ସପ୍ତପୁରୀ ଅମାବାସ୍ୟା। ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଆଜିର ଏହି ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଠାରେ ସପ୍ତପୁରୀ ଭୋଗ ଲାଗି କରାଯିବ। ଅବକାଶ ନୀତି...

ସୂର୍ଯ୍ୟ ମିଶନ: ଆଦିତ୍ୟ ଏଲ୧ର ହେଲା ଚତୁର୍ଥ କକ୍ଷପଥ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଦିତ୍ୟ ଏଲ୧ର ହେଲା ଚତୁର୍ଥ କକ୍ଷପଥ ପରିବର୍ତ୍ତନ । ଲାଗରେଞ୍ଜ ପଏଣ୍ଟରେ ଆଦିତ୍ୟ ଏଲ୧କୁ ଅବସ୍ଥାପିତ କ୍ଷେତ୍ରରେ ଏହି କକ୍ଷ ପରିବର୍ତ୍ତନ ହୋଇଛି ଗୁରୁତ୍ବପୂର୍ଣ୍ଣ । ଇସ୍ରୋର ଟେଲିମେଟ୍ରି, ଟ୍ରାକିଂ ଓ...

Breaking

ଫିଲିପାଇନ୍ସରେ ବିମାନ ଦୁର୍ଘଟଣା, ୪ ପାଇଲଟ ମୃତ

ନନ୍ଦିଘୋଷ ବ୍ୟୁରୋ: ପୁଣି ମଝି ଆକାଶରେ ଅଘଟଣ । ପରସ୍ପରକୁ ଧକ୍କା...

ମାର୍କେଟକୁ ଆସିଗଲା APPlE ର iPhone Duo; କମ୍ପାନୀର ସର୍ତ୍ତ ବଢ଼ାଇଲା ଗ୍ରାହକଙ୍କ ଟେନସନ୍

ନନ୍ଦିଘୋଷ ବ୍ୟୁରୋ: ଆପଣ ଆଇ-ଫୋନ କିଣିବାକୁ ଚାହୁଁଛନ୍ତି କି ? ଆଉ...

‘ଅଗ୍ନି-୬’ ମିସାଇଲର ଝଲକରେ ଥରିଲା ଡ୍ରାଗନ୍, ଭାରତର ବ୍ରହ୍ମାସ୍ତ୍ରକୁ ନେଇ ହଇଚଇ…

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ପ୍ରତିରକ୍ଷା କ୍ଷମତାକୁ ନେଇ ଆସିଥିବା ମହାବିସ୍ଫୋରକ ଖବର...

ଚୁଲିକୁ ଗଲାଣି ରାଜ୍ୟର ଆଇନଶୃଙ୍ଖଳା! ସୀମା ପାର ନାରୀ ନିର୍ଯାତନା

ନନ୍ଦିଘୋଷ ବ୍ୟୁରୋ: ପାତାଳକୁ ଗତି କରିଛି ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ।...