spot_img

Nitu

3250 POSTS

Exclusive articles:

ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ

ୱାଶିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଟିମ ଏବେ ସମଗ୍ର ଦୁନିଆର ନଜରରେ ରହିଛି  । କିନ୍ତୁ ଟ୍ରମ୍ଫଙ୍କ ୨.୦ କାର୍ଯ୍ୟକାଳରେ ନିଯୁ୍କ୍ତ ରକ୍ଷାମନ୍ତ୍ରୀ ପିଟ ହେଗସେଥ ବିବାଦରେ ଅଛନ୍ତି  ।...

ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ସମ୍ବଲପୁର: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ। ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଆଗୁଆ ଜାମିନ ସମ୍ପର୍କିତ ସ୍ପେଶାଲ ଲିଭ ପିଟିସନ ସୁପ୍ରିମକୋର୍ଟରେ ଖାରଜ ହୋଇଛି। ଜାମିନ ଆବେଦନ ଖାରଜ...

ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଶରୀରରେ ପିଟିଲେ କଣ୍ଟା, ଜୀବନ୍ତ ଜାଳିଦେଲେ

ଇମ୍ଫାଲ: ମଣିପୁରର ଜିରିବାମ ଜିଲ୍ଲାରେ ସବୁ ସୀମା ଟପିଗଲେ ସନ୍ଦିଗ୍ଧ ଉଗ୍ରବାଦୀ  । ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଜୀବନ୍ତ ଜାଳିଦେଲେ ଉଗ୍ରବାଦୀ  । ଏହାପରେ ପାଖାପାଖି ୨୦ଟି ଘର ସେମାନେ ଜାଳି ଦେଇଛନ୍ତି...

ଭୁବନେଶ୍ୱରରେ ଠକ ଦେଉଛନ୍ତି ଚାକିରି, ପୋଷ୍ଟିଂ ଦେବାକୁ କହି ଲୁଟିଲେ ଲକ୍ଷଲକ୍ଷ ଟଙ୍କା

ଭୁବନେଶ୍ବର: ଭୁବନେଶ୍ୱରରେ ଠକ ଦେଉଛନ୍ତି ଚାକିରି  । ଲ୍ୟାବ ଟେକନିସିଆନଙ୍କୁ ଚୁନା ଲଗାଇଛି ଜଣେ ଅଭ୍ୟାସଗତ ଠକ  । ଟ୍ୱିନସିଟିରେ ଥିବା ବିଭିନ୍ନ ଡାକ୍ତରଖାନାରେ କଣ୍ଟ୍ରାକଚୁଆଲ ପୋଷ୍ଟିଂ ଦେବାକୁ କହି ଲୁଟି ନେଇଛି...

ଥାନାରେ ମାମଲା ରୁଜୁ ପରେ ପ୍ରେସମିଟ୍‌ କରି ବର୍ଷିଲେ ଅଭିନେତା ମନୋଜ ମିଶ୍ର

ଭୁବନେଶ୍ବର: ପ୍ରେସମିଟ୍‌ କରି ଓଲିଉଡ ଇଣ୍ଡଷ୍ଟ୍ରି ଉପରେ ବର୍ଷିଲେ ଅଭିନେତା ମନୋଜ ମିଶ୍ର । ସିନେମା କାହାର ବ୍ଯକ୍ତିଗତ ସମ୍ପତ୍ତି ନୁହେଁ ଆମ ସମସ୍ତଙ୍କର ବୋଲି କହିଛନ୍ତି ମନୋଜ  । ‘ପ୍ରଯୋଜକଙ୍କ କ୍ଷତି...

Breaking

ସୁଶାସନରେ ସାମିଲ ହେଲା ସଡ଼କ ସୁରକ୍ଷା: ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ଯୋଜନା ସମ୍ମାନ

ସୁଶାସନରେ ସାମିଲ ହେଲା ସଡ଼କ ସୁରକ୍ଷା। ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ସଡ଼କ...

ଭାରତ- ଜର୍ମାନୀ ମଧ୍ୟରେ ଆରମ୍ଭ ହେଲା ନୂତନ ଯୁଗ: ୮ ନିୟୁତ ଡଲାରର ଚୁକ୍ତି ସ୍ୱାକ୍ଷରିତ

ଭାରତ- ଜର୍ମାନୀ ମଧ୍ୟରେ ଆରମ୍ଭ ହେଲା ନୂତନ ଯୁଗ। ଦ୍ଵିପାକ୍ଷିକ ସମ୍ପର୍କ...

ମୋକିମଙ୍କ ଶକ୍ତି ପ୍ରଦର୍ଶନ: ମାର୍ଚ୍ଚରେ ନୂଆ ଦଳ ଗଠନ ପାଇଁ ପଡ଼ିଲା ମୂଳଦୂଆ

ମୋକିମଙ୍କ ଶକ୍ତି ପ୍ରଦର୍ଶନ । ସମାବେଶ କଲେ, ସାଥି ପାଇଲେନି ।...