spot_img

sitakanta dash

15279 POSTS

Exclusive articles:

ଗାଁ ମୁହାଁ ଗୋଠଛଡ଼ା ଦନ୍ତାହାତୀ, ଘର ଭାଙ୍ଗିଲେ ଧାନ ବସ୍ତା ନଷ୍ଟ କଲେ

କେନ୍ଦୁଝର: କେନ୍ଦୁଝର ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍‌ ଅଞ୍ଚଳରେ ଗୋଠଛଡ଼ା ଦନ୍ତାହାତୀ ଉପଦ୍ରବ। ପଡାଙ୍ଗ ପଞ୍ଚାୟତର ଅହିଗୋଳା ଗାଁ ଜୁଆଙ୍ଗ ସାହିରେ ଗତକାଲି ବିଳମ୍ବିତ ରାତିରେ ଗୋଠଛଡା ଦନ୍ତା ଉତ୍ପାତ ମଚାଇଥିଲା।...

ମହାରାଷ୍ଟ୍ର ଓ କେରଳ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ମହାରାଷ୍ଟ୍ର ଓ କେରଳ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ସେଠାରୁ ଆସୁଥିବା ଲୋକଙ୍କ ଟ୍ରେସିଂ, ଟେଷ୍ଟିଂ  ଓ ଟ୍ରିଟମେଣ୍ଟ ଉପରେ ରାଜ୍ୟ ସରକାର ଅଧିକ ଫୋକସ୍...

ଦିନକ ପରେ ଟାହିଆ ଦୋହଲାଇ ବଡ଼ଦାଣ୍ଡକୁ ଛୁଟିଆସିବେ ଚତୁର୍ଦ୍ଧା ମୁରତି, ହେଲେ ଖାଁଖାଁ ଶ୍ରୀକ୍ଷେତ୍ର

ପୁରୀ: ଦିନକ ପରେ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା। ବଡ଼ଦାଣ୍ଡକୁ ଟାହିଆ ଦୋହଲାଇ ଛୁଟି ଆସିବେ ଚତୁର୍ଦ୍ଧା ମୁରତି। ଆଉ ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ପୂର୍ବ ବର୍ଷ ଭଳି ଚଳିତ ବର୍ଷ...

ଆବାସ ଗୃହ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ହେଲେ ଠିକାଦାର

ଉମରକୋଟ: ଗରିବ ହିତାଧିକାରୀଙ୍କ ଆବାସ ଗୃହ ଟଙ୍କା ହଡ଼ପ ଅଭିଯୋଗ। ଗିରଫ ହେଲେ ୪୨୦ ଠିକାଦାର। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ। କୁର୍ସି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ...

ରାଜ୍ୟରେ ବଢ଼ୁଛି ବାଘଛାଲ ବେପାର, ପୁଣି ଜବତ ହେଲା ୪ ବାଘଛାଲ

କଳାହାଣ୍ଡି: କଳାହାଣ୍ଡିରୁ ୪ ବାଘଛାଲ ଜବତ । ୪ ଅଭିଯୁକ୍ତଙ୍କୁ ଗିରଫ କଲା ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଟିମ୍ । ଜାଲ ବିଛାଇ ଦକ୍ଷିଣ ବନଖଣ୍ଡ ଶଗଡା ଅଂଚଳରୁ ୩...

Breaking

ବଦ୍ରିନାଥ ଦାନ ସ୍କାମ: ଚଢ଼ାଉ ଚୋରି ମାମଲାରେ ପ୍ରଥମ ଗିରଫଦାରୀ, ପ୍ରମୋଦ ନୌଟିୟାଲ ଗିରଫ

ନନ୍ଦିଘୋଷ ବ୍ୟୁରୋ: ବଦ୍ରିନାଥ ମନ୍ଦିରରେ ଦାନ ଏବଂ ଭେଟି ଚୋରି ମାମଲାରେ...

E20 ପେଟ୍ରୋଲ ଆପଣଙ୍କ କାରର ମାଇଲେଜ୍ ହ୍ରାସ କରିପାରିବ କି? ନୀତି ଆୟୋଗର ତଥ୍ୟ ଶୁଣନ୍ତୁ

ନନ୍ଦିଘୋଷ ବ୍ୟୁରୋ: ସାରା ଦେଶରେ ବ୍ୟବହାର ହେଉଥିବା E20 ପେଟ୍ରୋଲ ସମ୍ପର୍କରେ...

ଲେମ୍ବୁ ପାଣି ଆମ ଶରୀର ପାଇଁ କେତେ ଲାଭ ଦାୟକ  ? ଆସନ୍ତୁ ଜାଣିବା ।

ନନ୍ଦିଘୋଷ ବ୍ୟୁରୋ: ବୟସ ବଢିବା ସହିତ ପେଟର ଚର୍ବି ବଢିବା ଏକ...

ଆଖିର ୫ଟି ନୀରବ ସତର୍କତା: ଜାଣନ୍ତୁ କେତେବେଳେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବେ

ନନ୍ଦିଘୋଷ ବ୍ୟୁରୋ: ଦୃଷ୍ଟିଶକ୍ତି ଜନିତ ସମସ୍ୟା ଦୈନନ୍ଦିନ ଜୀବନକୁ ପ୍ରଭାବିତ ନ...