spot_img

sitakanta dash

15279 POSTS

Exclusive articles:

ଟନେଲରେ ଫସିଥିବା ଓଡିଶା ଶ୍ରମିକଙ୍କ ପରିବାରକୁ ଉତ୍ତରାଖଣ୍ଡ ପଠାଇଲେ ନବୀନ ସରକାର

ସମ୍ବଲପୁର: ଉତ୍ତରାଖଣ୍ଡ ଟନେଲରେ ଫସିଥିବା ଓଡିଶାର ୫ ଜଣ ଶ୍ରମିକଙ୍କ ପାଇଁ ତତ୍ପର ଅଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଏଠାରୁ ଯାଇଥିବା ଅଧିକାରୀଙ୍କ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି । ଉଦ୍ଧାର କାର୍ଯ୍ୟ...

ରାଜ୍ୟରେ ପୁଞ୍ଜିନିବେଶ କରିବ ୱେଲସ୍ପୁନ ଗ୍ରୁପ, ନିଯୁକ୍ତି ପାଇବେ ୨୦ ହଜାରରୁ ଅଧିକ ଯୁବପୀଢୀ

ଭୁବନେଶ୍ବର: ରାଜ୍ୟରେ ପୁଞ୍ଜିନିବେଶ କରିବ ୱେଲସ୍ପୁନ ଗ୍ରୁପ । କଟକ ଚୌଦ୍ବାରରେ ୱେଲସ୍ପୁନ ଗ୍ରୁପ ପ୍ରତିଷ୍ଠା କରିବ ସମନ୍ବିତ ଟେକ୍ସଟାଇଲ କାରଖାନା । ୩ହଜାର ୫୦ କୋଟି ଟଙ୍କାର ଏହି ପୁଞ୍ଜିନିବେଶ ପ୍ରସ୍ତାବକୁ...

ଓଡିଶାର ରାଜନୈତିକ ପ୍ରସଙ୍ଗରେ ଟିପ୍ପଣୀ କରୁଛନ୍ତି ଛତିଶଗଡ ରାଜ୍ୟପାଳ

ଭୁବନେଶ୍ବର: ପଦମର୍ଯ୍ୟାଦା ରକ୍ଷା କରୁନାହାଁନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଛତିଶଗଡର ରାଜ୍ୟପାଳ ହୋଇ ମଧ୍ୟ ସେ ଓଡିଶାର ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଟିପ୍ପଣୀ କରୁଛନ୍ତି । ଏଭଳି ରାଜନୈତିକ ମନ୍ତବ୍ୟ...

ପରିମଳ ପାଇଁ ପୁଣି ଥରେ ଓଡିଶା ଜିତିଲା ଜାତୀୟ ପୁରସ୍କାର

ଭୁବନେଶ୍ୱର: ସଫେଇ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଓ କଲ୍ୟାଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର 'ଗରିମା' କାର୍ଯ୍ୟକ୍ରମ 'ସ୍ୱଚ୍ଛତାରେ ଶ୍ରେଷ୍ଠ ଦକ୍ଷତା ପଦକ୍ଷେପ' ବର୍ଗରେ ଏବଂ ଭୁବନେଶ୍ୱରର ବାସୁଆଘାଇ...

ବୈଦେଶ୍ବର ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୩୫୦ କୋଟି ମଞ୍ଜୁର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୫୦ କୋଟି ଟଙ୍କା...

Breaking

ଜେନ୍-ଜିଙ୍କ ସମର୍ଥନରେ କିଷାନ-ମଜଦୁର ସଂଘ

ଭୁବନେଶର: ହର ଗଲି ଯନ୍ତରମନ୍ତର ଭର୍ସେସ ଲୋକତନ୍ତ୍ର ବଞ୍ଚାଅ ଓ ଭିଡ଼ତନ୍ତ୍ର...

ବଙ୍ଗୋପସାଗର ରେ ସୃଷ୍ଟି ଘୂଣ୍ଣିବଳୟ

ନନ୍ଦିଘୋଷ ବ୍ୟୁରୋ: ଅକ୍ଟୋବର ମାସରେ ବାତ୍ଯା ନେଇ ଛନକା ଲାଗି ରହିଥିବାବେଳେ...

ଗେଟ୍ ରେ ତାଲା ଭିତରେ ପାଲା

ଭୁବନେଶ୍ବର: ଗେଟ୍ ରେ ତାଲା ଭିତରେ ପାଲା । ସତ ଚେଷ୍ଟା...

ଦଶହରାରେ ପାଇକ କ୍ରୀଡ଼ା

ହିନ୍ଦୋଳ: ଦଶହରାରେ ପାଇକ କ୍ରୀଡ଼ା । ଓଡ଼ିଆ ବୀର ପାଇକ ପୁଅଙ୍କ...