spot_img

sitakanta dash

15279 POSTS

Exclusive articles:

ଖବରକାଗଜରେ ନିଜ ଖବର ଦେଖି ହସିଲା ଅଭିଯୁକ୍ତ ଗୋପାଳ

ଝାରସୁଗୁଡ଼ା: ଖବରକାଗଜରେ ନିଜ ଫୋଟୋ ଦେଖି ହସୁଛି ନବ କିଶୋର ଦାସ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ । ଆଜି ଝାରସୁଗୁଡା ବିମାନବନ୍ଦରରୁ ଗୁଜରାଟ ଯାଉଥିବା ବେଳେ ବିମାନବନ୍ଦରର ଏକ ଭିଡିଓ ମିଳିଛି...

ଶିଶୁକୁ ଜନ୍ମଦେଲେ ମହିଳାରୁ ପୁରୁଷ ହୋଇଥିବା ବ୍ୟକ୍ତି

ଥିରୁଅନନ୍ତପୁରମ: ଉତ୍ତର କେରଳର ଟ୍ରାନ୍ସଜେଣ୍ଡର କପଲ ଜହାଦ ଏବଂ ଜିୟା ପାଭଲ ବୁଧବାର ସାମାଜିକ ଗଣମାଧ୍ୟମରେ ନିଜର ଶିଶୁର ଆଗମନ ନେଇ ଘୋଷଣା କରିଛନ୍ତି । ଫଟୋ ପୋଷ୍ଟ କରି ଲେଖିଛନ୍ତି, ଶେଷରେ...

ଯୁଦ୍ଧ ଭିତରେ ବ୍ରିଟେନ ଗସ୍ତରେ ଯାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି

ଲଣ୍ଡନ: ଯୁଦ୍ଧ ଆରମ୍ଭ ପରେ ପ୍ରଥମ ଥର ଲାଗି ବ୍ରିଟେନ ଗସ୍ତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଡ୍ରାଉନିଂ ଷ୍ଟ୍ରିଟରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଛନ୍ତି ଜେଲେନସ୍କି । ଆଜି...

ଯାଜପୁର ଜିଲ୍ଲା ମହୋତ୍ସବ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଯାଜପୁର ଜିଲ୍ଲା ମହୋତ୍ସବ ୨୦୨୩କୁ ଉଦ୍‌ଘାଟନ କରିଛନ୍ତି । ଏହି ଜିଲ୍ଲା ମହୋତ୍ସବ ୬ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଉପସ୍ଥିତ...

ଓଡ଼ିଶାରେ ମାଓ ଦମନକୁ ଗୃହମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପ ଆଖିଦୃଶିଆ ଭାବେ ହ୍ରାସ ପାଇଛି । ଆଜି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରଳାୟର ଦ୍ବାରା ଅନୁଷ୍ଠିତ ସଂସଦୀୟ ପରାମର୍ଶଦାତା କମିଟିରେ ଏହା କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ...

Breaking

ସ୍ପେନରେ ଟ୍ରେନ୍ ଦୁର୍ଘଟଣା: ୪୬ ମୃତ, ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା!

ନନ୍ଦିଘୋଷ ବ୍ୟୁରୋ: ସ୍ପେନରେ ଟ୍ରେନ୍ ଦୁର୍ଘଟଣା । ରାଜଧାନୀ ମାଡ୍ରିଡ୍‌କୁ ଦକ୍ଷିଣ...

ଷ୍ଟକ ମାର୍କେଟରେ ଜିଓ ପ୍ଲାଟଫର୍ମସର ଐତିହାସିକ ଲିଷ୍ଟିଂ; ୭୯.୮ ଲକ୍ଷ ସେୟାରଧାରୀଙ୍କ କଲା ପ୍ରବେଶ

ନନ୍ଦିଘୋଷ ବ୍ୟୁରୋ: ଷ୍ଟକ ମାର୍କେଟରେ ଜିଓ ପ୍ଲାଟଫର୍ମସର ଲିଷ୍ଟିଂ ହୋଇଯାଇଛି ।...

ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍, ରଚିଲା ତାଣ୍ଡବ

ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍, ରଚିଲା ତାଣ୍ଡବ ନନ୍ଦିଘୋଷ ବ୍ୟୁରୋ: ଅତି ଭୀଷଣ ରୂପ...

JTWC ତଥ୍ୟକୁ ବିଶ୍ଳେଷଣ କରି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ

ନନ୍ଦିଘୋଷ ବିୁରୋ:  ସ୍ଥଳଭାଗ ଆଡ଼କୁ ମାଡି଼ ଆସୁଛି ବାତ୍ଯା ଅର୍ଣ୍ଣବ। ଜଏଣ୍ଟ...