spot_img

sitakanta dash

15279 POSTS

Exclusive articles:

କୋଲକାତା ମର୍ଡର କେସ୍ : ଅଭିଯୁକ୍ତର ହେବ ସାଇକୋଲଜିକାଲ ଟେଷ୍ଟ

କୋଲକାତା :  କୋଲକାତା ଦୁଷ୍କର୍ମ ଓ ହତ୍ୟା ପଛର ଅସଲ କାରଣ ଖୋଜୁଛି CBI । ଅଭିଯୁକ୍ତ ସଞ୍ଜୟ ରାୟର ହେବ ସାଇକୋଲଜିକାଲ୍ ଟେଷ୍ଟ । ଏଥିପାଇଁ ସିବିଆଇର CFSL ଟିମ୍ ଟେଷ୍ଟ...

ଏସସିବି ମେଡିକାଲ କଲେଜରେ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକ: ଏସସିବିରେ ଲଜ୍ଜା। ଏସସିବିରେ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ । ଇସିଜି କରିବା ବାହାନାରେ ଦୁଷ୍କର୍ମ ଅଭିଯୋଗ  । କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତରଙ୍କ ନାଁରେ ଅଭିଯୋଗ ଆସିଛି  ।...

ବଡ଼ ଠାକୁର ପଡ଼ିଯିବା ଘଟଣାର ତଦନ୍ତ ଆରମ୍ଭ, ବଳଭଦ୍ରଙ୍କ ବାଡଗ୍ରାହୀଙ୍କୁ ପଚରା ଉଚୁରା

ପୁରୀ: ଆଡପ ମଣ୍ଡପ ପହଣ୍ଡି ବେଳେ ବଡ଼ ଠାକୁର ପଡ଼ିଯିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବଳଭଦ୍ରଙ୍କ ବାଡଗ୍ରାହୀଙ୍କୁ ପଚରା ଉଚରା କରିଛି ୩ ଜଣିଆ ଟିମ୍। ଏହା ସହିତ ଖୁଣ୍ଟିଆ ସେବକ,...

ଅନାସ୍ଥା ଭୟରେ ଗୋଡ ଧରି ମୁଣ୍ଡିଆ ମାରିଲେ ସରପଞ୍ଚ, ଭିଡିଓ ଭାଇରାଲ

ବଲାଙ୍ଗୀର: ସରପଞ୍ଚଙ୍କୁ ଘାରିଛି ଅନାସ୍ଥା ଭୟ। ତେଣୁ ୱାର୍ଡ ମେମ୍ବରଙ୍କୁ ଭୋଜି ଭାତ ଖାଇବାକୁ ଦେଇ ମୁଣ୍ଡିଆ ମାରୁଛନ୍ତି ସରପଞ୍ଚ। ବଲାଙ୍ଗୀର ତୁରେକେଲା ବ୍ଲକ ବଡବାଙ୍କୀର ସରପଞ୍ଚ ଡୋଳାଧର ବାଗଙ୍କ ମୁଣ୍ଡିଆ ମାରିବା...

ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ବର: ପୂର୍ବତନ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀ ଗିରଫ। ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ। ଗତକାଲି ତାଙ୍କ ଘରୁ ବାହାରିଥିଲା ଅମାପ ସମ୍ପତ୍ତି। ବିଭିନ୍ନ ସହରରେ...

Breaking

ତେଜୁଛି ଭିଡ଼ ହିଂସା ମାମଲା : ମନିଟରିଂ କରିବ CAW

ନନ୍ଦିଘୋଷ ବ୍ୟୁରୋ: ରାୟଗଡା କଲ୍ୟାଣସିଂହପୁରରେ ଭିଡ଼ ହିଂସା ମାମଲା । ମାମଲାକୁ...

ସମୁଦ୍ରରେ ଭାରତର ମାଷ୍ଟରଷ୍ଟ୍ରୋକ : ନୌସେନାରେ ୩ଟି ସ୍ୱଦେଶୀ ଯୁଦ୍ଧଜାହାଜ ସାମିଲ

ଭାରତୀୟ ନୌସେନାର ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ପ୍ରଧାନମନ୍ତ୍ରୀ...

ମହାରାଷ୍ଟ୍ରରେ ବଡ଼ ଅଘଟଣ: ମନ୍ଦିର ମଣ୍ଡପ ଭୁଶୁଡ଼ି ୭ ମୃତ

ନନ୍ଦିଘୋଷ ବ୍ୟୁରୋ :  ମହାରାଷ୍ଟ୍ରର ପରଭଣୀ ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଓ ବଡ଼ ଦୁର୍ଘଟଣାର...

କଲ୍ୟାଣସିଂହପୁର ଘଟଣାକୁ ନେଇ ମାନସ ମଙ୍ଗରାଜଙ୍କ ଉଦବେଗ

ନନ୍ଦିଘୋଷ ବ୍ୟୁରୋ : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ସାଂଘାତିକ ଘଟଣାକୁ ନେଇ ଗଭୀର ଉଦବେଗ...