spot_img

Santosh Kumar Sahoo

5634 POSTS

Exclusive articles:

ମାନସ ସ୍ୱାଇଁ ହତ୍ୟା ମାମଲା: ଆଜି ରିମାଣ୍ଡର ଦ୍ୱିତୀୟ ଦିନରେ ମୁହାଁମୁହିଁ ହେବେ ନିରଞ୍ଜନ ଓ ଶର୍ମିଷ୍ଠା

ଭୁବନେଶ୍ୱର: ସତ ଉଗାରୁଛି ଶର୍ମିଷ୍ଠା । କ୍ୟାମେରାମ୍ୟାନ ମାନସକୁ କାହିଁକି ହତ୍ୟା କଲା, ଗୋଟି ଗୋଟି କରି କ୍ରାଇମବ୍ରାଞ୍ଚ ଆଗରେ ବଖାଣୁଛି ଶର୍ମିଷ୍ଠା । ଆଜି ରିମାଣ୍ଡର ଦ୍ୱିତୀୟ ଦିନରେ ୪ ଅଭିଯୁକ୍ତ...

ଆଇପିଏଲ-୨୦୨୨: ଆଜି ସନ୍‌ ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ

ମୁମ୍ବାଇ: ଆଇପିଏଲ ସିଜନ-୧୫ର ପଞ୍ଚମ ମ୍ୟାଚରେ ଆଜି ମୁହାଁମହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳର ପ୍ରଦର୍ଶନ ଗତ ସିଜନରେ ବେଶ୍ ନିରାଶାଜନକ ରହିଥିଲା । ଗତଥର...

EOW ହାତରେ ଦୁଇ ହାର୍ଡକୋର ଠକ, ୨ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲାରେ ଗିରଫ

ଭୁବନେଶ୍ୱର: କୋଟି କୋଟି ଟଙ୍କା ଠକେଇ, ହାୱାଲା ଏବଂ ଅପରାଧରେ ସଂପୃକ୍ତ ଦୁଇ ହାର୍ଡକୋର ଠକଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା-ଇଓଡବ୍ଲ୍ୟୁ । ଭୁବନେଶ୍ୱର ଇଓଡବ୍ଲ୍ୟୁ ରାକେଶ କୁମାର ଗିରିଜା ଶଙ୍କର...

ହିଞ୍ଜିଳି ପିତ୍ତଳ ଛକରେ ୪ ଜଣଙ୍କୁ ପିଟିପିଟି ହତ୍ୟା ମାମଲା, ପାଞ୍ଚ ଜଣଙ୍କୁ ବାନ୍ଧିଲା ପୋଲିସ

ଗଞ୍ଜାମ: ହିଞ୍ଜିଳି ପିତ୍ତଳ ଛକରେ ୪ ଜଣଙ୍କୁ ନିର୍ମମ ଭାବରେ କାଠ ଫାଳିଆରେ ହତ୍ୟା ମାମଲା । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି...

ସଂସଦ ଭବନରେ ନବୀନ, ଏମପିଙ୍କ ସହ କଲେ ଆଲୋଚନା

ନୂଆଦିଲ୍ଲୀ: ରାଜ୍ୟ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ଦିଅ । ସଂସଦରେ ଓଡ଼ିଶା ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ଶାଣିତ ସ୍ୱରରେ ଉଠାଅ । ବିଜୁ ଜନତା ଦଳର ସାଂସଦମାନଙ୍କୁ ଏ ମନ୍ତ୍ର ଫୁଙ୍କିଛନ୍ତି ମୁଖ୍ୟମନ୍ତ୍ରୀ...

Breaking

ଫିଲିପାଇନ୍ସରେ ବିମାନ ଦୁର୍ଘଟଣା, ୪ ପାଇଲଟ ମୃତ

ନନ୍ଦିଘୋଷ ବ୍ୟୁରୋ: ପୁଣି ମଝି ଆକାଶରେ ଅଘଟଣ । ପରସ୍ପରକୁ ଧକ୍କା...

ମାର୍କେଟକୁ ଆସିଗଲା APPlE ର iPhone Duo; କମ୍ପାନୀର ସର୍ତ୍ତ ବଢ଼ାଇଲା ଗ୍ରାହକଙ୍କ ଟେନସନ୍

ନନ୍ଦିଘୋଷ ବ୍ୟୁରୋ: ଆପଣ ଆଇ-ଫୋନ କିଣିବାକୁ ଚାହୁଁଛନ୍ତି କି ? ଆଉ...

‘ଅଗ୍ନି-୬’ ମିସାଇଲର ଝଲକରେ ଥରିଲା ଡ୍ରାଗନ୍, ଭାରତର ବ୍ରହ୍ମାସ୍ତ୍ରକୁ ନେଇ ହଇଚଇ…

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ପ୍ରତିରକ୍ଷା କ୍ଷମତାକୁ ନେଇ ଆସିଥିବା ମହାବିସ୍ଫୋରକ ଖବର...

ଚୁଲିକୁ ଗଲାଣି ରାଜ୍ୟର ଆଇନଶୃଙ୍ଖଳା! ସୀମା ପାର ନାରୀ ନିର୍ଯାତନା

ନନ୍ଦିଘୋଷ ବ୍ୟୁରୋ: ପାତାଳକୁ ଗତି କରିଛି ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ।...