spot_img

Tanmaya Reddy

4034 POSTS

Exclusive articles:

କ୍ଷତିଗ୍ରସ୍ତ ନଦୀ ବନ୍ଧ ପାଇଁ ୨୮୩ କୋଟି: ଭବିଷ୍ୟତରେ ବନ୍ୟା ମୁକାବିଲା ଲାଗି ମଗାଗଲା ଅତିରିକ୍ତ ଅର୍ଥ

ଭୁବନେଶ୍ୱର: ଗତ ଅଗଷ୍ଟ ମାସ ବନ୍ୟାରେ ୨୮୩ କୋଟି ଟଙ୍କାର ନଦୀବନ୍ଧ ଓ କେନାଲ ନଷ୍ଟ ହୋଇଯାଇଛି । ଏହାର ସ୍ଥାୟୀ ଓ ଅସ୍ଥାୟୀ ମରାମତି ପାଇଁ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ଜରିଆରେ...

ଏତଲାକୁ ବିତିଲାଣି ୨୫ ଦିନ: ତଦନ୍ତର ମନ୍ଥର ଗତି ସହ ତାଳ ଦେଇ ବଢ଼ୁଛି ଷଡ଼ଯନ୍ତ୍ର

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ପୋଲିସ୍ କମିଶନର । କହିଛନ୍ତି, ତଦନ୍ତ ଠିକ ଭାବେ କରାଯାଉଛି । ସମସ୍ତ ଅଭିଯୁକ୍ତ ତଦନ୍ତ ପରିସରଭୁକ୍ତ ଅଛନ୍ତି...

ଭୁବନେଶ୍ୱରରେ କରୋନାର ନୂଆ ଟ୍ରେଣ୍ଡ: ସୁସ୍ଥ ହେଉଛନ୍ତି ପୁଣି ସଂକ୍ରମିତ

ଭୁବନେଶ୍ୱର: କରୋନାର ସେକେଣ୍ଡ ଆଟାକ  । ସୁସ୍ଥ ହେଲା ପରେ ବି ପୁଣି ଫେରୁଛି ସଂକ୍ରମଣ  । ଏପରି ଏକ ଖୁଲାସା ଭୁବନେଶ୍ୱର ମହାନଗର ନିଗମ ଏବଂ ଆର୍‌ଏମ୍‌ଆର୍‌ସିର ନିଦ ହଜାଇ ଦେଇଛି ...

ମହଙ୍ଗା ହେଉଛି ପିଆଜ: ଦିନକରେ ଦର ବଢ଼ିଲା ୧୫ ଟଙ୍କା

ଭୁବନେଶ୍ୱର: ପିଆଜ ବଜାରରେ ନିଆଁ । ହଠାତ୍ ପିଆଜ ଦର କିଲୋ ପିଛା ୫୦ ଟଙ୍କା ଟପିଯାଇଛି । ଗତକାଲି ବଜାରରେ ପିଆଜ ଦର ୩୫ ଟଙ୍କା ଥିବା ବେଳେ ଆଜି ୫୦ ଟଙ୍କା...

‘କରୋନା କାଳରେ ମଧୁମେହ ରୋଗୀଙ୍କ ସୁଗାର ନିୟନ୍ତ୍ରଣରେ ନଥିଲେ ବିପଦ’

ଭୁବନେଶ୍ୱର: କରୋନା ନେଇ ରାଜ୍ୟ ସରକାରଙ୍କ ପ୍ରେସମିଟ୍ । ଲୋକଙ୍କ ପ୍ରଶ୍ନର ଉତ୍ତର ରଖିଲେ ଅଭିଜ୍ଞ ଡାକ୍ତର । ଏଣ୍ଡୋକ୍ରାଇନୋଲଜୀ ସହ କରୋନାର ସମ୍ପର୍କ ନେଇ SCBର ଡାକ୍ତର ଅନୁଜ କୁମାର ବଳିଆରସିଂହଙ୍କ...

Breaking

ଠିକା ସଂସ୍ଥାର ମନମାନି… ସଂଧ୍ୟା ହେଲେ ଅନ୍ଧାରରେ ବ୍ରହ୍ମପୁର ସହର

ବ୍ରହ୍ମପୁର: କେଉଁଠି ଦିନସାରା ଲାଇଟ ଜଳୁଛି ତ କେଉଁଠି ସନ୍ଧ୍ୟା ହେଲେ...

ଇଣ୍ଡିମେଣ୍ଟର ବନ୍ଦ ଯୋଗୁଁ ରାଜଧାନୀ ଠପ୍

ଭୁବନେଶ୍ବର: ଇଣ୍ଡି ମେଣ୍ଟର ବନ୍ଦ ପାଇଁ ଠପ୍ ଭୁବନେଶ୍ବର । ଚାଲିଲାନି...

ପାକିଡ଼ି ଅଞ୍ଚଳରେ କମୁଛି କି ଜାତୀୟ ପକ୍ଷୀ ମୟୂର ସଂଖ୍ୟା

ଗଞ୍ଜାମ: ଜାତୀୟ ପକ୍ଷୀ ମୟୂର ସୁରକ୍ଷା ଚିନ୍ତା। ଜଙ୍ଗଲ କ୍ଷୟ ଯୋଗୁଁ...

ଚାଷୀଙ୍କୁ ଘାରିଛି ରୋଗପୋକ ଚିନ୍ତା, କାମ ଦେଉନି କୀଟନାଶକ

କଣ୍ଟାମାଳ: ଚାଷୀଙ୍କୁ ଘାରିଛି ରୋଗପୋକ ଚିନ୍ତା । କାମ ଦେଉନି କୀଟନାଶକ।...