ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେଲେ ବାଗଚୀ

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ନୂଆ କଟକଣା। ଗୋଟିଏ ସ୍ଥାନରେ ୭ ଜଣରୁ ଅଧିକ ରହିପାରିବେନି । ବହୁ ଲୋକ ସମାଗମ ହେଉଥିବା ହୋଟେଲ୍‌ ଗୁଡ଼ିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗାଡ଼ି ଚଳାଚଳ ଉପରେ ମଧ୍ୟ ଲଗାଯାଇଛି କଟକଣା । ସହରାଞ୍ଚଳରେ ଅଟୋ ଓ ଟ୍ୟାକ୍ସି ଚଳାଚଳ ନିୟନ୍ତ୍ରଣ କରାଯିବ । ଦିନେ ଛାଡ଼ି ଦିନେ ଚାଲିବ ଅଟୋ ଓ ଟ୍ୟାକ୍ସି। ସେହିପରି ହୋଟେଲ ଗୁଡ଼ିକ ପାଳନ କରିବେ ସାମାଜିକ … Continue reading ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେଲେ ବାଗଚୀ