ବ୍ୟାଙ୍କ ଚାକିରି ଛାଡ଼ି କରୁଛନ୍ତି କଦଳୀ ଚାଷ, ୩୦ ଲୋକଙ୍କୁ ଦେଇଛନ୍ତି ରୋଜଗାର
ବାଲିଗୁଡ଼ା: ଏମବିଏ ପାଠପଢା ପରେ ବ୍ୟାଙ୍କରେ ଚାକିରି କରୁଥିଲେ । ହେଲେ ଚାଷ ପ୍ରତି ଦୁର୍ବଳତା ଥିବାରୁ, ଚାକିରି ଛାଡ଼ି ଚାଷ କାର୍ଯ୍ୟରେ ଆରମ୍ଭ କରିଛନ୍ତି । ଆଉ ବନିଛନ୍ତି ଜଣେ ସଫଳ କଦଳୀ ଚାଷୀ । କନ୍ଧମାଳ ଜିଲ୍ଲା କ. ନୂଆଗାଁର ଏହି ସଫଳ ଚାଷୀ ସୁରେଶ ଏବେ ସମସ୍ତଙ୍କ ଲାଗି ପ୍ରେରଣା । ବ୍ୟାଙ୍କ କର୍ମଚାରୀରୁ ବନିଲେ ସଫଳ ଚାଷୀ । ନିଜେ ସ୍ୱାବଲମ୍ବୀ ହେବା ସହିତ ୩୦ ଲୋକଙ୍କୁ ଯୋଗାଉଛନ୍ତି ରୋଜଗାର । … Continue reading ବ୍ୟାଙ୍କ ଚାକିରି ଛାଡ଼ି କରୁଛନ୍ତି କଦଳୀ ଚାଷ, ୩୦ ଲୋକଙ୍କୁ ଦେଇଛନ୍ତି ରୋଜଗାର
Copy and paste this URL into your WordPress site to embed
Copy and paste this code into your site to embed