ରାଜଧାନୀର ହୋଟେଲରେ ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ !

ଭୁବନେଶ୍ୱର: ରାଜଧାନୀରେ ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ବିରୋଧ କରିବାରୁ ଯୁବତୀଙ୍କୁ  ନିସ୍ତୁକ ମାଡ଼ । ଏକ ହୋଟେଲର ୨ କର୍ମଚାରୀଙ୍କ ନଁ।ରେ ଅଭିଯୋଗ ଆଣିଛନ୍ତି ବଙ୍ଗୀୟ ଯୁବତୀ । ଅଭିଯୋଗ ପରେ ଲକ୍ଷ୍ମୀସାଗର ପୋଲିସ ତନାଘନା ଆରମ୍ଭ କରିଛି । ଯୁବତୀଙ୍କୁ ଆହତ ଅବସ୍ଥାରେ ଚିକିତ୍ସା କରାଇବା ପରେ ବୟାନ ରେକର୍ଡ କରିଛି ପୋଲିସ । ଯୁବତୀ ଜଣଙ୍କ ସାତ ଦିନ ହେଲା ଉକ୍ତ ହୋଟେଲରେ ରହୁଥିଲେ । ସୋମବାର ରାତିରେ ହୋଟେଲ … Continue reading ରାଜଧାନୀର ହୋଟେଲରେ ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ !