Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
September 18, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଓଡ଼ିଶା
  • ଭରତପୁର ଥାନାରେ ନିର୍ଯାତନା ମାମଲା: ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର

ଭରତପୁର ଥାନାରେ ନିର୍ଯାତନା ମାମଲା: ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ

September 21, 2024

ଭୁବନେଶ୍ୱର: କ୍ଯାପଟେନ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ତଦନ୍ତ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ । ଏଡିଜି ଅରୁଣ ବୋଥ୍ରାଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି ତଦନ୍ତକାରୀ ଟିମ। ନିଲମ୍ବିତ ପୋଲିସ ଅଧିକାରୀଙ୍କ ବୟାନ ରେକର୍ଡ ସରିଛି। ପୀଡିତାଙ୍କ ପକ୍ଷକୁ ନେଇ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି । ଥାନାରୁ ସମସ୍ତ ଦସ୍ତାବିଜ ସଂଗ୍ରହ ହୋଇଛି । ଜାତୀୟ ମହିଳା କମିଶନଙ୍କୁ ମଧ୍ୟ ରିପୋର୍ଟ ପଠାଯାଇଛି । ଅନ୍ୟ ଦିଗକୁ ନେଇ ଏବେ ମଧ୍ୟ ତଦନ୍ତ ଚାଲିଛି ।

ଆସନ୍ତାକାଲି ଦାଖଲ ହେବ ଚୂଡାନ୍ତ ରିପୋର୍ଟ। ଖୁବଶୀଘ୍ର ଡିଜିପିଙ୍କ ସହ ଆଲୋଚନା କରିବେ କ୍ରାଇମବ୍ରାଞ୍ଚ ଏଡିଜି । ସେପଟେ ୧୨୦ ବାଟାଲିୟନରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି କ୍ଯାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ପଚରାଉଚରା କରୁଛି । ବାସ୍ତବରେ ସେଦିନ ରାତିରେ ଭରତପୁର ଥାନାରେ କଣ ଘଟିଥିଲା ସେ ସଂପର୍କରେ ଛାନବିନ କରୁଛି କ୍ରାଇମବ୍ରାଞ୍ଚ । ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ପୋଲିସ ଅଟକ ରଖିଥିବା ବେଳେ କ୍ରାଇମ ସିନ ରିକ୍ରିଏସନ କରାଯାଇଛି ।

Tags: bharatpur police case issue BHUBANESWAR Crime Branch report was submitted

Continue Reading

Previous ତିରୁପତି ମନ୍ଦିରରେ ଲଡୁ ଲାଗି ବ୍ଯବହୃତ ଘିଅରେ ଗୋଚର୍ବି ପ୍ରସଙ୍ଗ: ଟେଣ୍ଡର ପ୍ରକ୍ରିୟାର ଧାରା ଉଲ୍ଲଂଘନ ହୋଇଥିବା ଆଶଙ୍କା
Next ଅମରପ୍ରୀତ ସିଂ ନୂଆ ବାୟୁସେନା ମୁଖ୍ଯ

ଅଧିକ କାହାଣୀ

1 min read
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ପରିବର୍ତ୍ତନ ହେବନି OTET ପରୀକ୍ଷା ତାରିଖ, ସେପ୍ଟେମ୍ବର ୨୭ରେ ହିଁ ହେବ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ

September 18, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଆମ ବସ କର୍ମଚାରୀଙ୍କ ଦାଦାଗିରି: କଣ୍ଡକ୍ଟରଙ୍କ ମାଡ଼ରେ ଯାତ୍ରୀଙ୍କ ମୁଣ୍ଡ ଫାଟିଲା

September 18, 2025
1 min read
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ରାସ୍ତାପାଇଁ ରାସ୍ତା ରୋକ: ପୁଣି ଜାତୀୟ ରାଜପଥ 326 ଅବରୋଧ କଲେ ଗ୍ରାମବାସୀ ଓ ବଣିକ ସଂଘ

September 18, 2025

Recent Posts

  • ପରିବର୍ତ୍ତନ ହେବନି OTET ପରୀକ୍ଷା ତାରିଖ, ସେପ୍ଟେମ୍ବର ୨୭ରେ ହିଁ ହେବ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ
  • ଆମ ବସ କର୍ମଚାରୀଙ୍କ ଦାଦାଗିରି: କଣ୍ଡକ୍ଟରଙ୍କ ମାଡ଼ରେ ଯାତ୍ରୀଙ୍କ ମୁଣ୍ଡ ଫାଟିଲା
  • ରାସ୍ତାପାଇଁ ରାସ୍ତା ରୋକ: ପୁଣି ଜାତୀୟ ରାଜପଥ 326 ଅବରୋଧ କଲେ ଗ୍ରାମବାସୀ ଓ ବଣିକ ସଂଘ
  • ଭୋଟ ଚୋରି ପ୍ରସଙ୍ଗ: ECI ଓ ବିଜେପିକୁ ପୁଣି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଟାର୍ଗେଟ୍‌
  • ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ
  • ସାର କଳାବଜାରୀ ହେଉଛି, ସାର ସଂକଟ ନେଇ ସତ ମାନିଲେ ଯୋଗାଣ ମନ୍ତ୍ରୀ
  • ଦୀର୍ଘ ୫ ଦିନ ପରେ ମିଳିଲା ଅପହୃତ ନାବାଳିକାର ମୃତଦେହ
  • ବହୁଚର୍ଚ୍ଚିତ ଶୁଭମିତ୍ରା ସାହୁ ହତ୍ୟା ଘଟଣା: ମୁହଁ ଖୋଲିଲେ ଦୀପକ ରାଉତଙ୍କ ପ୍ରଥମ ସ୍ତ୍ରୀଙ୍କ ଭଉଣୀ
  • ’ହିଲସା’ ମାଛ ବଢ଼ାଇବ କି ଭାରତ-ବାଂଲାଦେଶର ବନ୍ଧୁତା ?
  • ଯେଉଁ ଅଞ୍ଚଳରେ କଂଗ୍ରେସ ମଜବୁତ, ସେଠାରେ ଭୋଟରଙ୍କୁ ଟାର୍ଗେଟ କରାଯାଉଛି: ରାହୁଲ ଗାନ୍ଧି
  • ବିଧାନସଭା ଅଧିବେଶନ ଆରମ୍ଭ: ଆଗତ ହେଲା ଶୋକ ପ୍ରସ୍ତାବ
  • ଦୀର୍ଘ ୩ ସପ୍ତାହର ବ୍ୟବଧାନ ପରେ ମାତା ବୈଷ୍ଣୋଦେବୀଙ୍କ ଯାତ୍ରା ପୁଣି ଆରମ୍ଭ
  • ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର ତାଣ୍ଡବ: ବାଦଲଫଟା ବର୍ଷା ଯୋଗୁ ଭୂସ୍ଖଳନ
  • କେରଳରେ ବ୍ୟାପିଲା ପ୍ରାଇମେରୀ ଆମୋଇବିକ ମେନିଙ୍ଗୋଏନସେଫାଲିଟିସ
  • ବିହାର ପରେ ଦିଲ୍ଲୀରେ ହେବ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ
Tweets by NandighoshaTV

ନଜର ପକାନ୍ତୁ

1 min read
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ପରିବର୍ତ୍ତନ ହେବନି OTET ପରୀକ୍ଷା ତାରିଖ, ସେପ୍ଟେମ୍ବର ୨୭ରେ ହିଁ ହେବ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ

September 18, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଆମ ବସ କର୍ମଚାରୀଙ୍କ ଦାଦାଗିରି: କଣ୍ଡକ୍ଟରଙ୍କ ମାଡ଼ରେ ଯାତ୍ରୀଙ୍କ ମୁଣ୍ଡ ଫାଟିଲା

September 18, 2025
1 min read
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ରାସ୍ତାପାଇଁ ରାସ୍ତା ରୋକ: ପୁଣି ଜାତୀୟ ରାଜପଥ 326 ଅବରୋଧ କଲେ ଗ୍ରାମବାସୀ ଓ ବଣିକ ସଂଘ

September 18, 2025
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ରାଜନୀତି
  • ହାଇଲାଇଟ୍ ସମ୍ବାଦ

ଭୋଟ ଚୋରି ପ୍ରସଙ୍ଗ: ECI ଓ ବିଜେପିକୁ ପୁଣି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଟାର୍ଗେଟ୍‌

September 18, 2025
Tweets by NandighoshaTV

Address

ଟ୍ୟାଗ୍ସ

Accident America Balasore bcci bhadrak BHUBANESWAR BIHAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.