spot_img

Latest Posts

ନବୀନ ନିବାସରେ ସରିଲା ବିଜେଡି ରାଜନୀତି ବ୍ୟାପାର କମିଟି ବୈଠକ

ନବୀନ ନିବାସରେ ସରିଲା ବିଜେଡି ରାଜନୀତି ବ୍ୟାପାର କମିଟି ବୈଠକ

ନନ୍ଦିଘୋଷ ବ୍ୟୁରୋ: ନବୀନ ନିବାସରେ ସରିଲା ବିଜେଡି ରାଜନୀତି ବ୍ୟାପାର କମିଟି ବୈଠକ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବାକିଥିବା ସାଙ୍ଗଠନିକ ପ୍ରକ୍ରିୟା ଶେଷ କରିବା ଦିଗରେ ଆଲୋଚନା ହୋଇଥିବା ସୂଚନା ।

ଆଗକୁ ରାଜ୍ୟସଭାର ୪ ଆସନ ଖାଲି ହେଉଛି । ଏ ଦିଗରେ ଦଳର ରଣନୀତି ନେଇ ବିଚାରବିମର୍ଶ କରାଯାଇପାରେ । ସେହିପରି ଆସନ୍ତା ଡିସେମ୍ବର ୨୬ରେ ଦଳର ପ୍ରତିଷ୍ଠା ଦିବସ ମଧ୍ୟ ପାଳନ ହେବାକୁ ଯାଉଛି । ଏନେଇ ବୈଠକରେ ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍ ।

Latest Posts

Don't Miss