ଅଦ୍ଭୁତ ମେଣ୍ଟ : ବିଜେପି-କଂଗ୍ରେସ ନେତା ମିଶିକି ଚଲାଉଥିଲେ ସେକ୍ସ ରାକେଟ୍ !
ଜୟପୁର: ବିଜେପି ଓ କଂଗ୍ରେସର ପୂର୍ବ ମହିଳା ନେତ୍ରୀଙ୍କ ନାଁରେ ଗମ୍ଭୀର ଅଭିଯୋଗ । ସେମାନେ ସେକ୍ସ ରାକେଟ ଚଳାଇଥିବା ଅଭିଯୋଗ ଆଣିଛନ୍ତି କିଛି ନାବାଳିକା । ଆଉ ଏହି ଅଭିଯୋଗ ଆଧାରରେ ଜଣେ ବିଜେପି ନେତ୍ରୀ ମଧ୍ୟ ଗିରଫ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ, ବିଜେପିର ସବାଇ ମାଧୋପୁରର ପୂର୍ବ ଜିଲ୍ଲା ଅଧ୍ୟକ୍ଷ ସୁନିତା ବର୍ମା ଏବଂ କଂଗ୍ରେସ ସେବାଦଳ ମହିଳା ବର୍ଗର ପୂର୍ବ ଜିଲ୍ଲା ଅଧ୍ୟକ୍ଷ ପୂଜା ଏବଂ ପୁନମ୍ ଚୌଧୁରୀ ମିଶିକରି ସେକ୍ସ … Continue reading ଅଦ୍ଭୁତ ମେଣ୍ଟ : ବିଜେପି-କଂଗ୍ରେସ ନେତା ମିଶିକି ଚଲାଉଥିଲେ ସେକ୍ସ ରାକେଟ୍ !
Copy and paste this URL into your WordPress site to embed
Copy and paste this code into your site to embed