ଗାଡ଼ି ଚଳାଚଳ କଟକଣା ସହ ରାଜଧାନୀରେ ବନ୍ଦ ହେଲା ଏହି ସବୁ ସୋ ରୁମ୍ ଓ ଦୋକାନ
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ପ୍ରୟାସ । ରାଜଧାନୀରେ କଟକଣା ଜାରି କଲା ବିଏମସି । ସାଧାରଣ ପରିବହନ ଉପରେ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି । ସହର ଭିତରେ ଏହି ନିୟମ ଅଟୋ ଓ ଟ୍ୟାକ୍ସି କ୍ଷେତ୍ରରେ ଲାଗୁ ହେବ । ଯେଉଁ ବସ୍, ଟ୍ୟାକ୍ସି ଓ ଅଟୋ ରିକ୍ସାର ରେଜିଷ୍ଟ୍ରେସନ୍ ନମ୍ବର ୦,୨,୪,୬ ଓ ୮ (ଯୁଗ୍ମ) ହୋଇଥିବ ସେମାନେ ୨, ୪, ୬, ୮, ୧୦ ଭଳି ତାରିଖରେ ରାସ୍ତାରେ ଗଡ଼ିବ … Continue reading ଗାଡ଼ି ଚଳାଚଳ କଟକଣା ସହ ରାଜଧାନୀରେ ବନ୍ଦ ହେଲା ଏହି ସବୁ ସୋ ରୁମ୍ ଓ ଦୋକାନ
Copy and paste this URL into your WordPress site to embed
Copy and paste this code into your site to embed