ଟ୍ରେନ୍ ଲାଇନରେ ଜୀବନ ହାରିଲେ ଆଦିତ୍ୟ, ମୃତ୍ୟୁର କାରଣ ଖୋଜୁଛି ପୋଲିସ

ଭୁବନେଶ୍ୱର: ଅନ୍ୟକୁ ପ୍ରେରଣା, ପ୍ରୋତ୍ସାହିତ କରିବାରେ ସେ ଥିଲେ ମାହିର୍ । ସୋସିଆଲ୍ ମିଡିଆରେ ଯାହାଙ୍କ ଭିଡିଓକୁ ଦେଖି ଅନୁପ୍ରାଣିତ ହେଉଥିଲେ ଅନେକ । ମଣିଷର ମନ କଥା ବୁଝୁଥିବା ମଣିଷ ଟିଏ ଆଦିତ୍ୟ ଦାଶ । ସ୍ୱେଚ୍ଛାସେବୀ ସଂଗଠନ ‘ପିପୁଲ୍ ଫର୍ ସେବା’ ଗଠନ କରି ଅସହାୟଙ୍କ ନିକଟରେ ଅସମୟରେ ଛିଡ଼ା ହେଉଥିଲେ । ହେଲେ କିଏ ଜାଣିଥିଲା ମୃତ୍ୟୁ ବି ଏମିତି ଆସିବ ତାଙ୍କୁ ନେଇଯିବ । ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି … Continue reading ଟ୍ରେନ୍ ଲାଇନରେ ଜୀବନ ହାରିଲେ ଆଦିତ୍ୟ, ମୃତ୍ୟୁର କାରଣ ଖୋଜୁଛି ପୋଲିସ