ଏହି ବଲିଉଡ ଗାୟିକାଙ୍କ କରୋନା ରିପୋର୍ଟ ପଜିଟିଭ୍, ଲଣ୍ଡନରୁ ଆସି ଲୁଚାଇଥିଲେ… ଫାଇଫ୍ ଷ୍ଟାର ହୋଟେଲରେ ଦେଇଥିଲେ ପାର୍ଟି !

ମୁମ୍ବାଇ: କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା କରିଛି ସତ କିନ୍ତୁ ଲୋକେ ସତର୍କ ରହିବା ଏପର୍ଯ୍ୟନ୍ତ ଶିଖି ପାରିଲେ ନାହିଁ । ବଲିଉଡର ପ୍ରାୟ ସମସ୍ତ ସେଲିବ୍ରିଟି ନିଜ ନିଜ ଷ୍ଟାଇଲରେ କରୋନାକୁ ଏଡାଇବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ଆଣିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏମିତି ବି କିଛି ଅଛନ୍ତି ଯେଉଁମାନଙ୍କ ପାଇଁ ବାକି ଲୋକଙ୍କ ଜୀବନ ବାଜିରେ ଲାଗୁଛି ।  ନିକଟରେ ସେହିିଭଳି ଜଣେ ବଲିଉଡ ଗାୟିକାଙ୍କ ଦାୟିତ୍ୱହୀନତା ଦେଖିବାକୁ … Continue reading ଏହି ବଲିଉଡ ଗାୟିକାଙ୍କ କରୋନା ରିପୋର୍ଟ ପଜିଟିଭ୍, ଲଣ୍ଡନରୁ ଆସି ଲୁଚାଇଥିଲେ… ଫାଇଫ୍ ଷ୍ଟାର ହୋଟେଲରେ ଦେଇଥିଲେ ପାର୍ଟି !