ସିଜ୍ ଫାୟାର ଉଲ୍ଲଘଂନ: ୩ ଭାରତୀୟ ଯବାନ ଶହୀଦ, ୧୨ରୁ ୧୩ ପାକିସ୍ତାନୀ ଯବାନ ନିପାତ ହୋଇଥିବା ସୂଚନା
ଶ୍ରୀନଗର: ଦୀପାବଳି ପୂର୍ବରୁ ସୀମାରୁ ଆସିଛି ଦୁଃଖଦ ଖବର । ଶୁକ୍ରବାର ଏଲଓସିର ପୃଥକ ପୃଥକ ସେକ୍ୱରରେ ପାକିସ୍ତାନ ପକ୍ଷରୁ ସିଜ୍ ଫାୟାର ଉଲ୍ଲଘଂନ କରାଯାଇଛି । ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ ଏହି ଫାୟରିଂରେ ୩ ଜଣ ଯବାନ ଶହୀଦ ହୋଇଥିବା ବେଳେ ୪ ନାଗରିକଙ୍କ ମୃତ୍ୟୁ ହୋଇଛି । ଭାରତୀୟ ସେନାର ସୂଚନା ମୁତାବକ ଏଲ୍ଓସିରେ ନିକଟରେ ଘଣିଥିବା ଏହି ଘଟଣାରେ ୩ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ … Continue reading ସିଜ୍ ଫାୟାର ଉଲ୍ଲଘଂନ: ୩ ଭାରତୀୟ ଯବାନ ଶହୀଦ, ୧୨ରୁ ୧୩ ପାକିସ୍ତାନୀ ଯବାନ ନିପାତ ହୋଇଥିବା ସୂଚନା
Copy and paste this URL into your WordPress site to embed
Copy and paste this code into your site to embed